ଶ୍ରୀନଗର:ଜମ୍ମୁକାଶ୍ମୀର ବୁଡଗାମ ଜିଲ୍ଲାର ଚାଦୋରା ଅଞ୍ଚଳରେ ଆତଙ୍କୀ ହମଲା । ଜଣେ ସିଆରପିଏଫ ଯବାନ ଶହୀଦ । ଆଜି ଅଚାନକ ସିଆରପିଏଫ ପାର୍ଟି ଉପରେ ଆତଙ୍କବାଦୀ ହମଲା କରିଥିବା ସୂଚନା ।
ଜମ୍ମୁକାଶ୍ମୀରରେ ଆତଙ୍କୀ ହମଲା, ଜଣେ ସିଆରପିଏଫ ଯବାନ ଶହୀଦ - Budgam terrorists attack
ଜମ୍ମୁକାଶ୍ମୀର ବୁଡଗାମ ଜିଲ୍ଲାରେ ଆତଙ୍କୀ ହମଲା । ଜଣେ ସିଆରପିଏଫ ଯବାନ ଶହୀଦ । ଅଧିକ ପଢନ୍ତୁ...
ସିଆରପିଏଫ ଯବାନ ଶହୀଦ
ଆଜି ସକାଳୁ ସିଆରପିଏଫ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଥିବା ଜଣାପଡିଛି ।
ସେପଟେ ଅବନ୍ତିପୁରାର ମଘାମା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ପୋଲିସ ମିଳିତ ଭାବେ ଏନକାଉଣ୍ଟର ଜାରି ରଖିଛନ୍ତି । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଅପରେସନ ଜାରି ରହିଛି ।