ନୂଆଦିଲ୍ଲୀ: ପ୍ରତିବର୍ଷ ନଭେମ୍ବର 23କୁ ବିଶ୍ବ 'କାଜୁ ଦିବସ' ଭାବରେ ପାଳନ କରାଯାଇଥାଏ । ତେବେ ଏହି ଅବସରରେ ଆରବର ଇମିରେଟ୍ସ ବିମାନରେ ଯାତ୍ରୀଙ୍କୁ ମାଗଣାରେ ଭାରତରେ ଉତ୍ପାଦନ ହୋଇଥିବା କାଜୁ ପ୍ରଦାନ କରାଯାଇଛି । ଯାତ୍ରୀମାନେ ମଧ୍ୟ ଏହି କାଜୁ ଖାଇ ବେଶ ଉତ୍ସାହିତ ହୋଇଥିବା ଜଣାପଡିଛି ।
ବିଶ୍ବ କାଜୁ ଦିବସରେ ମାଗଣାରେ ଭାରତୀୟ କାଜୁ ଖାଇଲେ ଇମିରେଟ୍ସ ବିମାନ ଯାତ୍ରୀ - ବିଶ୍ବ କାଜୁ ଦିବସ
ଶନିବାର ଥିଲା ବିଶ୍ବ କାଜୁ ଦିବସ । ମାଗଣାରେ କାଜୁ ଖାଇଲେ ଇମିରେଟ୍ସ ବିମାନ ଯାତ୍ରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର....
ବିଶ୍ବ କାଜୁ ଦିବସ; ମାଗଣାରେ ଭାତରୀୟ କାଜୁ ଖାଇଲେ ଇମିରେଟ୍ସ ବିମାନ ଯାତ୍ରୀ
କୁହାଯାଏ ଯେ, 1560 ରେ ପର୍ତ୍ତୁଗୀଜ ନାବିକ ମାନଙ୍କ ଦ୍ବାରା କାଜୁ ଭାରତକୁ ଆସିଥିଲା । ଆଉ ପ୍ରଥମେ ଗୋଆରେ କାଜୁ ଚାଷ କରାଯାଇଥିଲା । ଆଉ ସେବେଠୁ କାଜୁ ଭାରତର କୋଣ ଅନୁକୋଣରେ କାଜୁକୁ ଆପଣାଇ ନେଇଛନ୍ତି । କାଜୁ ଉତ୍ପାଦନରେ ନାଇଜେରିଆ, ଭାରତ, ବ୍ରାଜିଲ, ଭିଏତନାମ ଭଳି ଦେଶ ବିଶ୍ବରେ ଅଗ୍ରଣୀ ।