ନୂଆଦିଲ୍ଲୀ: ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ଭବନରେ ସେ ମହାମହିମଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିବା ନିଜ ଅଫିସିଆଲ ଟ୍ବିଟର ପେଜରେ ଅପଲୋଡ କରି ଜଣାଇଛନ୍ତି।
ରାଷ୍ଟ୍ରପତିଙ୍କୁ ସାକ୍ଷତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - ରାଷ୍ଟ୍ରପତିଙ୍କୁ ସାକ୍ଷତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରାଷ୍ଟ୍ରପତି ଭବନ ଗସ୍ତ କରି ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ନୂତନ ବର୍ଷରେ ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଧିକ ପଢନ୍ତୁ...

Dharmendra Pradhan met president ram nath kovind
ରାଷ୍ଟ୍ରପତି ଭବନ ଗସ୍ତ କରି ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ନୂତନ ବର୍ଷରେ ଶୁଭକାମନା ଜଣାଇଛନ୍ତି । ଏହାସହ ରାଷ୍ଟ୍ରପତିଙ୍କ ସହ ବର୍ତ୍ତମାନ ପରିସ୍ଥିତି ଓ ସମସାମୟିକ ବିଷରେ ଆଲୋଚନା କରି ତାଙ୍କ ମାର୍ଗଦର୍ଶନ ପ୍ରାପ୍ତ କରିଥିବା ଟ୍ବିଟ କରିଛନ୍ତି।
Last Updated : Jan 4, 2020, 1:38 AM IST