ଥିରୁଅନନ୍ତପୁରମ: ଦେଶରେ ବର୍ତ୍ତମାନର ସ୍ଥିତିକୁ ଲକ୍ଷ୍ୟ କରି ଲକ ଡାଉନର ଅବଧି ବୃଦ୍ଧି କରାଯାଇଛି । କିନ୍ତୁ ଏପ୍ରିଲ 20 ତାରିଖ ପରେ ଜରୁରୀ କାର୍ଯ୍ୟ ପାଇଁ ଆଂଶିକ ପ୍ରତିବନ୍ଧକ ହଟିବ । ଯାନବାହ ଚଳାଚଳ କରିବା ନେଇ ମଧ୍ୟ ନିର୍ଦ୍ଦେଶ ରହିଛି । ଏନେଇ କେରଳରେ ଏପ୍ରିଲ 20 ପରେ ଅଡ-ଇଭେନ ଅନୁସାରେ ଯାନବାହନ ଚଳାଚଳ ଆରମ୍ଭ ହେବ ।
ଏପ୍ରିଲ 20 ପରେ କେରଳରେ ଲାଗୁ ହେବ ଅଡ-ଇଭେନ
ଏପ୍ରିଲ 20 ପରେ କେରଳରେ ଲାଗୁ ହେବ ଅଡ-ଇଭେନ । ସୂଚନା ଦେଲେ କେରଳ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...
ଫାଇଲ ଫଟୋ
ଆଂଶିକ ପ୍ରତିବନ୍ଧକ ଥିବା ଜିଲ୍ଲାମାନଙ୍କରେ ଲାଗୁ ହେବ ଏହି ନିୟମ । ମହିଳାମାନଙ୍କ ଦ୍ୱାରା ପରିଚାଳିତ ଯାନବାହାନକୁ ମଧ୍ଯ ରିହାତି ଦିଆଯିବା ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସୂଚନା ଦେଇଛନ୍ତି ।
@ANI