ଓଡିଶା

odisha

ETV Bharat / bharat

ଓଏଏସ ଟପ୍ପର ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ - ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ହେଲେ ଓଏଏସ ଟପ୍ପର

ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଓଏଏସ ଟପ୍ପର ଦେବାଶିଷ ପଣ୍ଡାଙ୍କୁ ନୋମିନେଟ୍ କରାଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହି ସୂଚନା ଦେଇଛି । ଅଧିକ ପଢନ୍ତୁ...

OAS topper debashis panda
ଫାଇଲ ଫଟୋ

By

Published : Jan 25, 2020, 5:41 PM IST

ନୂଆଦିଲ୍ଲୀ: ଆର୍ଥିକ ସେବା ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦେବାଶିଷ ପଣ୍ଡାଙ୍କୁ ନୋମିନେଟ୍ କରାଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହି ସୂଚନା ଦେଇଛି। ଶନିବାର କେନ୍ଦ୍ର ସରକାର ତାଙ୍କୁ ସ୍ବତନ୍ତ୍ର ସଚିବ ଭାବରେ ନୋମିନେଟ୍ କରିଥିବା ଜଣାଇଛି ଏସବିଆଇ। ପୂର୍ବ ନୋମିନି ରବି ମିତଲଙ୍କ ବଦଳରେ ଦେବାଶିଷ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି। 2020 ଓଏଏସ ପରୀକ୍ଷାରେ ଦେବାଶିଷ ପଣ୍ଡା ଟପ୍ପର ହୋଇଥିଲେ।

ABOUT THE AUTHOR

...view details