ଓଡିଶା

odisha

ETV Bharat / bharat

ଦେଶରେ 3 ଲକ୍ଷ ଟପିଲା କୋରୋନା ପଜିଟିଭ ସଂଖ୍ୟା, ମୃତ୍ୟୁ ସଂଖ୍ୟା 8884 - corona news

ଦେଶରେ କୋରୋନା ପଜିଟିଭ ସଂଖ୍ୟା 2 ଲକ୍ଷ 97 ହଜାର, ମୃତ୍ୟୁ ସଂଖ୍ୟା 8498
ଦେଶରେ କୋରୋନା ପଜିଟିଭ ସଂଖ୍ୟା 2 ଲକ୍ଷ 97 ହଜାର, ମୃତ୍ୟୁ ସଂଖ୍ୟା 8498

By

Published : Jun 13, 2020, 8:03 AM IST

Updated : Jun 13, 2020, 9:52 AM IST

09:51 June 13

ଦେଶରେ 3 ଲକ୍ଷ ଟପିଲା କୋରୋନା ପଜିଟିଭ ସଂଖ୍ୟା, ମୃତ୍ୟୁ ସଂଖ୍ୟା 8884

ଦେଶରେ 3 ଲକ୍ଷ ଟପିଲା କୋରୋନା ପଜିଟିଭ ସଂଖ୍ୟା, ମୃତ୍ୟୁ ସଂଖ୍ୟା 8884

ନୂଆଦିଲ୍ଲୀ: ଦେଶରେ କୋରୋନା ପଜିଟିଭ ସଂଖ୍ୟା 3ଲକ୍ଷ ଟପିଛି । ଏହା ସହ ଦେଶର ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 3ଲକ୍ଷ 8ହଜାର 9ଶହ 93ରେ ପହଞ୍ଚିଛି । ଅନ୍ୟ ପକ୍ଷରେ ମୃତ୍ୟୁ ସଂଖ୍ୟା 8884ରେ ପହଞ୍ଚିଛି । ମୋଟ 1ଲକ୍ଷ 54ହଜାର 3ଶହ 30 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 1ଲକ୍ଷ 45ହଜାର 7ଶହ 79 ରହିଛି । ଏନେଇ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 49628 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5619, ଦିଲ୍ଲୀରେ 22212, ତାମିଲନାଡୁରେ 18284, ରାଜସ୍ଥାନରେ 2898, ମଧ୍ୟପ୍ରଦେଶରେ 2802, ଉତ୍ତରପ୍ରଦେଶରେ 4642, ଆନ୍ଧ୍ରପ୍ରଦେଶରେ 2495, ତେଲେଙ୍ଗାନା 2032, କର୍ଣ୍ଣାଟକରେ 2997, କେରଳରେ 1303 ଓ ଓଡିଶାରେ 1014  ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 3717 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1415, ମଧ୍ୟପ୍ରଦେଶରେ 440, ଦିଲ୍ଲୀରେ 1214, ଆନ୍ଧ୍ରପ୍ରଦେଶରେ 80, ତାମିଲନାଡୁରେ 367, କର୍ଣ୍ଣାଟକରେ 79  ଓ ତେଲେଙ୍ଗାନାରେ 174 ଜଣଙ୍କ ମୃତ୍ୟୁ ହୋଇଛି ।

06:08 June 13

ଦେଶରେ କୋରୋନା ପଜିଟିଭ ସଂଖ୍ୟା 2 ଲକ୍ଷ 97 ହଜାର, ମୃତ୍ୟୁ ସଂଖ୍ୟା 8498

ଦେଶରେ କୋରୋନା ପଜିଟିଭ ସଂଖ୍ୟା 2 ଲକ୍ଷ 97 ହଜାର, ମୃତ୍ୟୁ ସଂଖ୍ୟା 8498

ନୂଆଦିଲ୍ଲୀ: ଦେଶରେ କୋରୋନା ପଜିଟିଭ ସଂଖ୍ୟା 2ଲକ୍ଷ 97 ହଜାର 5ଶହ 35ରେ ପହଞ୍ଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା 8498ରେ ପହଞ୍ଚିଛି । ମୋଟ 1ଲକ୍ଷ 47ହଜାର 1ଶହ 45 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 1ଲକ୍ଷ 41ହଜାର 8ଶହ 42 ରହିଛି । ଏନେଇ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 47980 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5546, ଦିଲ୍ଲୀରେ 20871, ତାମିଲନାଡୁରେ 17662, ରାଜସ୍ଥାନରେ 2798, ମଧ୍ୟପ୍ରଦେଶରେ 2768, ଉତ୍ତରପ୍ରଦେଶରେ 4451, ଆନ୍ଧ୍ରପ୍ରଦେଶରେ 2301, ତେଲେଙ୍ଗାନା 2162, କର୍ଣ୍ଣାଟକରେ 3196, କେରଳରେ 1258 ଓ ଓଡିଶାରେ 1023  ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 3590 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1385, ମଧ୍ୟପ୍ରଦେଶରେ 431, ଦିଲ୍ଲୀରେ 1085, ଆନ୍ଧ୍ରପ୍ରଦେଶରେ 80, ତାମିଲନାଡୁରେ 349, କର୍ଣ୍ଣାଟକରେ 72  ଓ ତେଲେଙ୍ଗାନାରେ 165 ଜଣଙ୍କ ମୃତ୍ୟୁ ହୋଇଛି ।

Last Updated : Jun 13, 2020, 9:52 AM IST

ABOUT THE AUTHOR

...view details