ଓଡିଶା

odisha

By

Published : Jun 30, 2020, 11:24 AM IST

ETV Bharat / bharat

ଗୋଆରେ ଅମାନିଆଙ୍କ ନୂଆ ଠିକଣା କାଳ କୋଠରୀ

କଠୋର ହେଲେ ଗୋଆ ସରକାର । ମାସ୍କ ପିନ୍ଧୁ ନ ଥିବା ଓ ସାମାଜିକ ଦୂରତା ମାନୁ ନ ଥିବା ଲୋକଙ୍କ ଠାରୁ ଆଦାୟ ହେବ ଅଧିକ ଫାଇନ ଆଉ ଯିବାକୁ ପଡିବ ଜେଲ । ଅଧିକ ପଢନ୍ତୁ....

Not Wearing Mask May Yield Prison Term, Says Goa CM Pramod Sawant
କୋରୋନା ନିୟମ ଅମାନିଆଙ୍କ ନୂଆ ଠିକଣା କାଳ କୋଠରୀ

ପାଣାଜି :କୋରୋନା କଟକଣା ମାନୁ ନଥିବା ଲୋକଙ୍କ ପାଇଁ କଠୋର ହେଲେ ଗୋଆ ସରକାର । ମାସ୍କ ପିନ୍ଧୁ ନ ଥିବା ଓ ସାମାଜିକ ଦୂରତା ମାନୁ ନ ଥିବା ଲୋକଙ୍କ ଠାରୁ ଅଧିକ ଫାଇନ ଆଦାୟ ସହ ଜେଲ ଯିବାକୁ ପଡିବ ବୋଲି କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବାନ୍ତ । ରାଜ୍ୟରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତି ନେଇଛନ୍ତି ।

ଲକ ଡାଉନ ଅବଧିକୁ ବୃଦ୍ଧି କରିବା ଦ୍ବାରା ସଂକ୍ରମଣକୁ ରୋକା ଯାଇପାରିବ ନାହିଁ । ବରଂ ସାମାଜିକ ଦୂରତା ,ମାସ୍କ ପିନ୍ଧିବା ,ସାନିଟାଇଜର ବ୍ୟବହାର କରିବା ଦ୍ବାରା ସଂକ୍ରମଣକୁ ରୋକା ଯାଇପାରିବ ବୋଲି ସେ କହିଛନ୍ତି । ତେବେ ଗୋଆରେ କୋରୋନା ପଜେଟିଭଙ୍କ ସଂଖ୍ୟା 724 ରହିଛି ।

ABOUT THE AUTHOR

...view details