ଓଡିଶା

odisha

ETV Bharat / bharat

ମୃତ ଶରୀରରୁ କୋରୋନା ସଂକ୍ରମିତ ହୁଏ ନାହିଁ: ସିସିଏମବି ନିର୍ଦ୍ଦେଶକ - ସେଲୁଲାର ଆଣ୍ଡ ମଲିକୁଲାର ବାୟୋଲୋଜି

ହାଇଦ୍ରାବାଦର ସେଣ୍ଟର ଫର ସିଏସଆଇଆର-ସେଲୁଲାର ଆଣ୍ଡ ମଲିକୁଲାର ବାୟୋଲୋଜି (ସିସିଏମବି)ର ନିର୍ଦ୍ଦେଶକ ଡ. ରାକେଶ କୁମାର ମିଶ୍ରଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ସେ କୋରୋନା ଭୂତାଣୁ ମହାମାରୀ ଓ ଏହାର ସଂକ୍ରମଣ ବିଷୟରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ମୃତ ଶରୀରରୁ କୋରୋନା ସଂକ୍ରମିତ ହୁଏ ନାହିଁ: ସିସିଏମବି ନିର୍ଦ୍ଦେଶକ
ମୃତ ଶରୀରରୁ କୋରୋନା ସଂକ୍ରମିତ ହୁଏ ନାହିଁ: ସିସିଏମବି ନିର୍ଦ୍ଦେଶକ

By

Published : Jun 25, 2020, 9:26 PM IST

ହାଇଦ୍ରାବାଦ: ହାଇଦ୍ରାବାଦର ସେଣ୍ଟର ଫର ସିଏସଆଇଆର-ସେଲୁଲାର ଆଣ୍ଡ ମଲିକୁଲାର ବାୟୋଲୋଜି (ସିସିଏମବି)ର ନିର୍ଦ୍ଦେଶକ ଡ. ରାକେଶ କୁମାର ମିଶ୍ରଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ସେ କୋରୋନା ଭୂତାଣୁ ମହାମାରୀ ଓ ଏହାର ସଂକ୍ରମଣ ବିଷୟରେ ଆଲୋଚନା କରିଛନ୍ତି ।

ମୃତ ଶରୀରରୁ କୋରୋନା ସଂକ୍ରମିତ ହୁଏ ନାହିଁ: ସିସିଏମବି ନିର୍ଦ୍ଦେଶକ

ସିସିଏମବିର ନିର୍ଦ୍ଦେଶକ କହିଛନ୍ତି ଯେ, ଏହି ଭୂତାଣୁ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ, କିନ୍ତୁ ଏହା ମୃତ ଶରୀର ମାଧ୍ୟମରେ ବ୍ୟାପି ନଥାଏ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ମୃତ ଶରୀରରୁ ବାହାରୁଥିବା ତରଳ ପଦାର୍ଥକୁ କେହି ସ୍ପର୍ଶ କରନ୍ତି ତେବେ କୋରୋନା ସଂକ୍ରମିତ ହେବାର ସମ୍ଭାବନା ଥାଏ ।

କୋରୋନା ଟେଷ୍ଟିଂକୁ ଅଧିକ ପ୍ରଭାବଶାଳୀ, ଦ୍ରୁତ ତଥା ଶସ୍ତା କରିବା ପାଇଁ ସିସିଏମବି ବିଭିନ୍ନ ନୂଆ ପଦ୍ଧତି ଉଦ୍ଭାବନ କରିବାକୁ ଚେଷ୍ଟା ଜାରି ରଖିଥିବା ସେ ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details