ଓଡିଶା

odisha

ETV Bharat / bharat

କୋରୋନାକୁ ନେଇ ହୁଅନ୍ତୁ ନାହିଁ ଆତଙ୍କ: ଅଶ୍ବିନୀ କୁମାର ଚୌବେ - କୋରୋନା ଆତଙ୍କ

କୋରୋନାକୁ ନେଇ ଆତଙ୍କ ନ ହେବା ପାଇଁ କହିଲେ କେନ୍ଦ୍ରସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ । କୋରୋନାକୁ ନେଇ ସରାକାର ପ୍ରସ୍ତୁତ ରହିଥିବା ସେ କହିଛନ୍ତି । ଅଧିକ ପଢନ୍ତୁ....

coronavirus
କୋରୋନା ଆତଙ୍କ

By

Published : Mar 12, 2020, 4:07 AM IST

ନୂଆଦିଲ୍ଲୀ :କୋରୋନାକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତରେ 60 ପଜେଟିଭ ଚିହ୍ନଟ ହୋଇସାରିଛନ୍ତି । କୋରୋନାକୁ ନେଇ କେନ୍ଦ୍ରସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି କୋରୋନା ଭାଇରସକୁ ନେଇ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । କୋରୋନାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି ।

ସୌଜନ୍ୟ @IANS

ABOUT THE AUTHOR

...view details