ପାଟନା: ବିଶ୍ବବ୍ୟାପୀ କୋରୋନା କହର ଜାରି ରହିଥିବାବେଳେ ଏବେ ଏହାର ପାଦ ପଡିଛି ବିହାର ମୁଖ୍ୟମନ୍ତ୍ରୀଙ୍କ ଘରେ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଝିଆରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ପାଟନାସ୍ଥିତ ଏମ୍ସ କୋଭିଡ-19 ଆଇସୋଲେନସ ୱାର୍ଡରେ ଭର୍ତ୍ତି କରାଯାଇଛି ।
କୋରୋନା କବଳରେ ବିହାର ମୁଖ୍ୟମନ୍ତ୍ରୀଙ୍କ ଝିଆରୀ - ବିହାର ମୁଖ୍ୟମନ୍ତ୍ରୀଙ୍କ ଘରେ କୋରୋନା ପାଦ
ବିହାର ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା କୋରୋନା । ସିଏମ ନୀତିଶ କୁମାରଙ୍କ ଝିଆରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ପାଟନାସ୍ଥିତ ଏମ୍ସ କୋଭିଡ-19 ଆଇସୋଲେନସ ୱାର୍ଡରେ ଭର୍ତ୍ତି କରାଯାଇଛି ।
କୋରୋନା କବଳରେ ବିହାର ମୁଖ୍ୟମନ୍ତ୍ରୀଙ୍କ ଭାଣିଜୀ
ପ୍ରକାଶ ଥାଉ କି, ଗତ 2 ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୋରୋନା ପଜିଟିଭ ପରୀକ୍ଷା କରାଯାଇଥିଲା । ହେଲେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ