ନୂଆଦିଲ୍ଲୀ: ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ରାଷ୍ଟ୍ରପତିଙ୍କ ଦ୍ବାରା ରାଜକ୍ଷମା ଆବେଦନ ଖାରଜ ହେବା ପରେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଦୋଷୀ ବିନୟ । ଏହି ଆବେଦନ ଉପରେ ଯଷ୍ଟିସ ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗୁରୁବାର ସକାଳ 10.30 ମିନିଟ ସମୟରେ ଶୁଣାଣି କରାଯିବ ।
ନିର୍ଭୟା ଦୋଷୀ ବିନୟ ଶର୍ମାର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି
ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଅଧିକ ପଢନ୍ତୁ...
ନିର୍ଭୟା ଦୋଷୀ ବିନୟ ଶର୍ମା
ଅନ୍ୟପକ୍ଷରେ ଘଟଣାର 4 ଦୋଷୀଙ୍କ ବିରୋଧରେ ନୂଆ ଡେଥ ୱାରେଣ୍ଟ ଜାରି କରିବା ପାଇଁ ପୀଡିତାଙ୍କ ମା-ବାପା ଏବଂ ଦିଲ୍ଲୀ ସରକାର ପଟିଆଲା ହାଉସ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହାର ଶୁଣାଣି କୋର୍ଟରେ ଗୁରୁବାର ଅପରାହ୍ନ 3 ଟା ସମୟରେ ହେବ ।