ଓଡିଶା

odisha

ETV Bharat / bharat

ନିର୍ଭୟା ଗଣଦୁଷ୍କର୍ମ ମାମଲା: ମୁକେଶର ଦୟା ଯାଚିକା ଖାରଜ - ନିର୍ଭୟା ଗଣଦୁଷ୍କର୍ମ ମାମଲା

ମୁକେଶର ଦୟା ଯାଚିକା ଖାରଜ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଖାରଜ ହେଲା ଯାଚିକା ।ଆଗକୁ ପଢନ୍ତୁ...

Convict Mukesh's mercy plea rejected by delhi govt
ମୁକେଶର ଦୟା ଯାଚିକା ଖାରଜ

By

Published : Jan 16, 2020, 1:30 PM IST

ନୂଆଦିଲ୍ଲୀ:ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ମୁକେଶ ସିଂର ଦୟା ଯାଚିକା ଖାରଜ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଖାରଜ ହେଲା ଯାଚିକା । ପୂର୍ବରୁ ବିନୟର ଦୟା ଯାଚିକା ଖାରଜ ହୋଇ ସାରିଥିଲା ।

ମୁକେଶର ଦୟା ଯାଚିକା ଖାରଜ
ଦେଶର ସବୁଠୁ ଖରାପ କାର୍ଯ୍ୟରେ ଲିପ୍ତ ଏହି 4 ଦୋଷୀଙ୍କ ଦୟା ଯାଚିକା କେବେ ଗ୍ରହଣ କରାଯିବ ନାହିଁ ବୋଲି ଗୃହ ବିଭାଗ ଟିପ୍ପଣୀ ରଖିଛନ୍ତି ।
ମୁକେଶର ଦୟା ଯାଚିକା ଖାରଜ

ଅପରାଧିକ ମାମଲାରେ ଦଣ୍ଡ କମ କରିବାର କ୍ଷମତା କେବଳ ରାଷ୍ଟ୍ରପତିଙ୍କର ରହିଛି । ତେଣୁ ପୂର୍ବରୁ ଅନ୍ୟ ଅପରାଧୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଦୟା ଯାଚିକା ପ୍ରଦାନ କରିଥିଲେ । ଘଟଣାରେ ସମ୍ପୃକ୍ତ 4 ଦୋଷୀଙ୍କୁ ଚଳିତ ମାସ 22 ତାରିଖରେ ଫାଶୀ ଦିଆଯିବା ନେଇ ସୁପ୍ରିମକୋର୍ଟ ନିଷ୍ପତି ନେଇଛନ୍ତି । କିନ୍ତୁ ହଠାତ ମୁକେଶର ଦୟା ଯାଚିକା ଘଟଣାରେ ଅନ୍ୟ ମୋଡ ନେଉଥିଲା । ମୁକେଶର ଦୟା ଯାଚିକା ଖାରଜ ପରେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।

ABOUT THE AUTHOR

...view details