ନୂଆଦିଲ୍ଲୀ: ମାଓବାଦୀ ସଙ୍ଗଠନର ଶାଖା ସିପିଆଇର ଜଣେ ଅଣ୍ଡରଗ୍ରାଉଣ୍ଡ ନେତାଙ୍କ ସମେତ 2 ପ୍ରମୁଖ ସହଯୋଗୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ଏନଆଇଏ ।
ସିପିଆଇ ନେତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା NIA - charge-sheet against leader of proscribed organization CPI
ସିପିଆଇର ଜଣେ ଅଣ୍ଡରଗ୍ରାଉଣ୍ଡ ନେତାଙ୍କ ସମେତ 2 ପ୍ରମୁଖ ସହଯୋଗୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ଏନଆଇଏ । ଅଧିକ ପଢନ୍ତୁ...

ସିପିଆଇ ନେତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା NIA
ଯୁବକମାନଙ୍କୁ ନିଯୁକ୍ତି ଦେବା ତଥା ଏହାର ଅନ୍ୟ ଶାଖା ସଂଗଠନ ତେଲେଙ୍ଗାନା ବିଦାର୍ଥୀ ବେଦିକା ଏବଂ ତେଲେଙ୍ଗାନା ପ୍ରଜା ଫ୍ରଣ୍ଟ ମାଧ୍ୟମରେ ଅର୍ଥ ସଂଗ୍ରହ କରିବା ଓ ଅପରାଧିକ ଷଡଯନ୍ତ୍ରରେ ଏହି ନେତାମାନଙ୍କ ହାତ ରହିଥିବା ଅଭିଯୋଗ ହୋଇଛି।
ଅଧିକ ସୂଚନା ଅପେକ୍ଷାରେ...