ନୂଆଦିଲ୍ଲୀ: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏପ୍ରିଲ 20ରୁ ଜାତୀୟ ରାଜପଥରେ ଟୋଲ ସଂଗ୍ରହ ଆରମ୍ଭ କରିବାକୁ ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର ।
ପ୍ରଥମ ପର୍ଯ୍ୟାୟ ଲକଡାଉନ ଶେଷ ହେବାର ଗୋଟିଏ ଦିନ ପରେ ଏପ୍ରିଲ୍ 15ରୁ ପୁନଃ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରାଯାଇଥିଲା । ତେବେ ଲକଡାଉନ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।