ସିମଲା: ପ୍ରବଳ ତୁଷାରପାତରେ ବନ୍ଦ ହେଲା କିନ୍ନୌର ଜିଲ୍ଲା ଅନ୍ତର୍ଗତ 5 ନମ୍ବର ଜାତୀୟ ରାଜପଥ । ବୁଧବାର ରାତିରେ କିନ୍ନୌର ଜିଲ୍ଲା ଅନ୍ତର୍ଗତ ରାଲି ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁଁ ଜାତୀୟ ରାଜପଥ 5 ବନ୍ଦ ହୋଇଯାଇଛି । ଏହାଛଡା ହିମାଞ୍ଚଳ ପ୍ରଦେଶର କୁଫ୍ରି, ନରକାଣ୍ଡା ଏବଂ ଖରାପାଠ ଭଳି ଅଞ୍ଚଳରେ ବି ତୁଷାରପାତ ହୋଇଥିଲା ।
ପ୍ରବଳ ତୁଷାରପାତରେ ବନ୍ଦ ଜାତୀୟ ରାଜପଥ - ବନ୍ଦ ରହିଲା କିନଉରର 5 ନମ୍ବର ଜାତୀୟ ରାଜପଥ
ପ୍ରବଳ ତୁଷାରପାତର ଯୋଗୁ ବନ୍ଦ ରହିଲା କିନ୍ନୌର ଜିଲ୍ଲାର 5 ନମ୍ବର ଜାତୀୟ ରାଜପଥ । ଅନ୍ୟପଟେ ବର୍ଷା ସାଙ୍ଗକୁ ପ୍ରବଳ ତୁଷାରପାତ ଯୋଗୁ ରାଜ୍ୟରେ ତାମପାତ୍ରା କମିବାରେ ଲାଗିଛି । ଅଧିକ ସୂଚନା ପାଇଁ ପଢନ୍ତୁ ...
ବନ୍ଦ ରହିଲା କିନଉରର 5 ନମ୍ବର ଜାତୀୟ ରାଜପଥ
ରାଜ୍ୟ ରାଜଧାନୀ ଶିମଲାରେ ରାତିସାରା ବର୍ଷା ଲାଗି ରହିଥିଲା । ବର୍ଷା ଓ ତୁଷାରପାତ ଯୋଗୁଁ ରାଜ୍ୟର ତାପମାତ୍ରା ହ୍ରାସ ହେବା ସହିତ ଶୀତର ଲହରୀ ଖେଳିଯାଇଛି । ସେହିଭଳି ରାଜ୍ୟର ଅଧିକାଂଶ ସ୍ଥାନରେ ଆକାଶ ମେଘୁଆ ରହିବା ନେଇ ଗୁରୁବାର ପାଣିପାଗ ବିଭାଗ ସୂଚନା ଦେଇଛି ।
@ANI
TAGGED:
FOR BLANK