ଓଡିଶା

odisha

ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର... - newstoday

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Nov 23, 2020, 7:35 AM IST

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ଠାରୁ ଭାରତ- ସିଙ୍ଗାପୁର ନୌସେନା ମଧ୍ୟରେ ୨୭ ତମ ସିମ୍ବେକ୍ସ ଅଭ୍ୟାସ l ଆଣ୍ଡାମାନ ସାଗରରେ ହେବ ଅଭ୍ୟାସ l

2.ଆଜି ରାଜ୍ୟ ବିଧାନସଭାର 4ର୍ଥ ଦିବସ l ଆସିବ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ l

3.ଆଜି ସଂସଦ ସଦସ୍ୟମାନଙ୍କ ପାଇଁ ବହୁତଳ ବିଶିଷ୍ଟ କୋଠା ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ l

4.ଆର୍ଥିକ ବର୍ଷ ୨୧-୨୦୨୨ ବଜେଟ ପାଇଁ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ l

୫. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋରୋନା ସମୀକ୍ଷା l ଅପରାହ୍ନରେ ପ୍ରେସମିଟ ।

6. ଆଜି ଅଁଳା ନବମୀ l ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ସ୍ଵତନ୍ତ୍ର ନିତିକାନ୍ତି l ଭକ୍ତଙ୍କୁ ମନ୍ଦିର ମନା l

7.ସାକ୍ଷୀଗୋପାଳ ମନ୍ଦିରର 200ମିଟର ବ୍ୟାସାର୍ଦ୍ଧ ମଧ୍ୟରେ 144ଧାରା ଜାରି ।

୮. ଆଜି ଓଡିଶା ଏଫସି ଆଇଏସଏଲ-7ରେ ଅଭିଯାନ ଆରମ୍ଭ କରିବ । ହାଇଦ୍ରାବାଦ ଏଫ୍‌ସି ବିପକ୍ଷରେ ସିଜନର ପ୍ରଥମ ମ୍ୟାଚ ଖେଳିବ ।

9. UMANG ଆପକୁ ପୂରିଲା 3ବର୍ଷ । ଏଥିଲାଗି ଆଜି ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ କରିବେ ଅନଲାଇନ କନଫରେନ୍ସ ।

10. ଦୀର୍ଘ 8 ମାସ ପରେ ଆଜି ଠୁ ୟୁପିରେ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ ।

ABOUT THE AUTHOR

...view details