୧- ଆଜି କୋରୋନା ଟିକା ପ୍ରସ୍ତୁତି ଓ ଉତ୍ପାଦନ ସମୀକ୍ଷା ପାଇଁ ୩ଟି ମହାନଗର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ l ପୁଣେ ଅହମ୍ମଦାବାଦ ଓ ହାଇଦ୍ରାବାଦ କରିବେ ଗସ୍ତ ।
୨- ଆଜି ଭାରତ ଶ୍ରୀଲଙ୍କା ଜାତୀୟ ସୁରକ୍ଷା ସ୍ତରୀୟ ବୈଠକ l ଉଭୟ ଦେଶର ଏନଏସଏ ହେବେ ସାମିଲ l
୩- ଆଜି ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର l
୪-ଆଜି ଭାରତ ଆଫଗାନିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା l
୫-ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ଗୁରୁତ୍ଵପୂର୍ଣ୍ଣ ବୈଠକ l