1- ଆଜି ଗ୍ରାମୀଣ ସମ୍ପତ୍ତି କାର୍ଡ ବଣ୍ଟନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି ।
2- ଆଜି ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟଙ୍କ ସହ ଆଲୋଚାନ କରିବେ ଅର୍ଥମନ୍ତ୍ରୀ ।
3- ଆଜି ନୂଆ ଶିକ୍ଷାନୀତି ଉପରେ ଦିକ୍ଷା କାର୍ଯ୍ୟକ୍ରମର ସ୍ବତନ୍ତ୍ର ୱେବିନାର ।
4- ସୁରକ୍ଷା ସମ୍ବନ୍ଧୀୟ ଉଚ୍ଚସ୍ତରୀୟ ବୈଠକ । 3 ସେନା ମୁଖ୍ୟ ଓ ସିଡିଏସ ଜେନେରାଲଙ୍କ ସହ ଆଲୋଚନା କରିବେ ଏନଏସଏ ଡୋଭାଲ ।
5- ବିହାର ନିର୍ବାଚନ ପାଇଁ ପ୍ରଚାର ବିଧିବଧ ଭାବେ ପ୍ରଚାର ଆରମ୍ଭ କରିବ ବିଜେପି । ପ୍ରଚାର ଶୁଭାରମ୍ଭ କରିବେ ବିଜେପି ସଭାପତି ଜେପି ନଡ୍ଡା ।