ଓଡିଶା

odisha

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Sep 15, 2020, 7:00 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

1- ଆଜି ବିହାରର ସହରାଞ୍ଚଳ ଭିତ୍ତିଭୂମି ସହ ଜଡିତ ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ମଧ୍ୟାହ୍ନ 12 ଟାରେ କାର୍ଯ୍ୟକ୍ରମ ।

2- ଆଜି ନମାମୀ ଗଙ୍ଗେକୁ ଅନେକ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

3- ଆଜି ସଂସଦ ମୌସୁମୀ ଅଧିବେଶନର ଦ୍ଵିତୀୟ ଦିବସ । ଉଭୟ ଗୃହରେ ଆସିବ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ।

4- ଆଜି ଭାରତ-ଚୀନ ମଧ୍ୟରେ କ୍ରପ କମାଣ୍ଡରସ୍ତରୀୟ ବୈଠକ । LAC ପ୍ରସଙ୍ଗରେ ହେବ ଆଲୋଚନା ।

5- ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ । କୋରୋନା ସ୍ଥିତି ନେଇ ହେବ ଆଲୋଚନା ।

6- ଆଜି କେନ୍ଦ୍ର ଏମଏସଏମଇ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । ନୂଆ ପ୍ରକଳ୍ପ ହୋଇପାରେ ଘୋଷଣା ।

7- ଆଜି ବିହାର ନିର୍ବାଚନକୁ ବିଜେପିର ଉଚ୍ଚସ୍ତରୀୟ କେନ୍ଦ୍ରୀୟ ବୈଠକ । ଦଳର ପ୍ରସ୍ତୁତି ନେଇ ହେବ ଆଲୋଚନା ।

8- ଆଜି ରାଜ୍ୟ କ୍ୟାବିନେଟ । ଆସିବ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ।

9- ଆଜି ରାଜ୍ୟରେ କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ।

10- ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନକୁ ନେଇ ଆଜି ପ୍ରସ୍ତୁତି ବୈଠକ ।

ABOUT THE AUTHOR

...view details