ଓଡିଶା

odisha

ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର... - ଦେଶ-ଦୁନିଆ

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Sep 5, 2020, 7:00 AM IST

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

1- ଆଜି ଗୁରୁ ଦିବସ । ସାରା ଦେଶରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

2- ଆଜି ପ୍ରକାଶ ପାଇବ ଯୁକ୍ତଦୁଇ କଳା ପରୀକ୍ଷା ଫଳ । ଅପରାହ୍ନ 4 ଟାରେ ପରିଷଦ କାର୍ଯ୍ୟାଳୟରେ ବାହାରିବ ରେଜଲ୍ଟ ।

3- ଆଜି ଗୁରୁ ଦିବସ ପାଇଁ ସାରା ରାଜ୍ୟରେ ଭର୍ଚ୍ୟୁଆଲ ମାଧ୍ୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

4- ଆଜି ଠାରୁ NDA ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ । ସଂଧ୍ୟା 5 ଟାରେ କଟକ, ସମ୍ବଲପୁର ଓ ବିଶାଖାପାଟଣାକୁ ଚାଲିବ ଟ୍ରେନ । 6 ତାରିଖରେ ହେବ ପରୀକ୍ଷା ।

5 - ଆଜି ରାଜ୍ୟରେ କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ସ୍ବାସ୍ଥ୍ୟ ବିଭାଗ ଓ ବରିଷ୍ଠ ଅଧିକାରୀ ହେବେ ସାମିଲ ।

6- ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟର ଆଉ ଏକ ବଡ ବୈଠକ । LAC କୁ ନେଇ ହେବ ବୈଠକ । ସାମିଲ ହେବେ NSA, CDS ଓ 3 ସେନା ମୁଖ୍ୟ ।

7- ଆଜି ଭାରତ-ଋଷ ନୌସେନା ମଧ୍ୟରେ ଅନ୍ତିମ ଅଭ୍ୟାସ । 3 ଦିନ ଧରି ବଙ୍ଗୋପସାଗରରେ ଜାରି ରହିଛି 11 ତମ ସଂସ୍କରଣର ଅଭ୍ୟାସ ।

8- ଆଜି ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ କୋରୋନା ସମୀକ୍ଷା ବୈଠକ । ପିକ୍‌ରେ ଥିବା ରାଜ୍ୟ ଗୁଡିକର କରିବେ ସ୍ଥିତି ସମୀକ୍ଷା ।

9- ଆଜି କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଡାଇବେଟିସକୁ ନେଇ ହେବ କାର୍ଯ୍ୟକ୍ରମ ।

10- ଆଜି ଭାରତ ଫେରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । 3 ଦିନିଆ ଋଷ ଗସ୍ତରେ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ।

ABOUT THE AUTHOR

...view details