ଓଡିଶା

odisha

ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜି ଦିନର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

news-today-july-23
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Jul 23, 2020, 7:02 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1- ଆଜି ମଣିପୁରରେ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । VC ଯୋଗେ କାର୍ଯ୍ୟକ୍ରମ ।

2- ଆଜି ଦଳୀୟ ସାଂସଦଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବୈଠକ ।

3- ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ଉଚ୍ଚସ୍ତର ସମୀକ୍ଷା ବୈଠକ । କୋରୋନା ସ୍ଥିତି ଓ ଭ୍ୟାକ୍ସିନ ଉପରେ ଆଲୋଚନା ।

4- ଦେଶରେ 109 ଟି ରୁଟରେ ରେଳବାଇର ଘରୋଇ କରଣ ପ୍ରସଙ୍ଗ । ପ୍ରସ୍ତାବ ମିଳିବା ପରେ ଆଜି ମନ୍ତ୍ରଣାଳୟର ବୈଠକ ।

5- ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ, ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ । କୋରୋନା ଓ ଅର୍ଥନୀତି ଉପରେ ଆଲୋଚନା

6- ଆଜି ପୂର୍ବାହ୍ନ 11ଟାରେ ରାଜସ୍ଥାନ ବାଚସ୍ପତିଙ୍କ ଦ୍ବାରା ଦାୟର ଯାଚିକାର ହେବ ଶୁଣାଣି । 3 ଜଣିଆ ଖଣ୍ଡପୀଠ କରିବେ ମାମଲାର ବିଚାର ।

7- ଆଜି ଭାରତ -ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ବୈଠକ । VC ଯୋଗେ ହେବ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ।

8- ଆଜି ଠାରୁ ରାୟଗଡା 7 ଦିନ ପାଇଁ ସଟଡାଉନ । କୋରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ ।

9- ଆଜି ପୁଣି କିଛି ଜିଲ୍ଲାର କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

10- ଆଜି ସ୍ବତନ୍ତ୍ର ସିବିଆଇ ଅଦାଲତରେ ହାଜର ହେବେ ବିଜେପିର ବରିଷ୍ଠ ନେତା ମୁରଲି ମନୋହର ଯୋଶୀ ।

ABOUT THE AUTHOR

...view details