ଓଡିଶା

odisha

ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ETV Bharat ପ୍ରମୁଖ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

news-today-july-21
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Jul 21, 2020, 7:02 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
  1. ପରଲୋକରେ ବର୍ଷିଆନ ଅଭିନେତା ବିଜୟ ମହାନ୍ତି । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ ।
  2. କୋରୋନା ହଟସ୍ପଟ ଜିଲ୍ଲାର ଜିଲ୍ଲାପାଳଙ୍କ ସହ VC ଯୋଗେ କଥା ହେବ ମୁଖମନ୍ତ୍ରୀ ।
  3. ଆଜିଠାରୁ 2 ଦିନିଆ ନବରଙ୍ଗପୁର ସଟଡାଉନ ।
  4. କୋରୋନା ସ୍ଥିତି ଓ ଆଗାମୀ ପଦକ୍ଷେପକୁ ନେଇ ଆଜି ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ।
  5. ଆଜି ଓଡିଶା ସମେତ ଦେଶର 7ଟି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା ।
  6. ଆଜି ସଚିନ ପାଇଲଟଙ୍କ ଯାଚିକାର ଶୁଣାଣି l ଗତକାଲି ଅସମ୍ପୂର୍ଣ ରହିଛି ଶୁଣାଣି l
  7. କୋରୋନା ଟୀକା ଗବେଷଣା ଓ ଫଳପ୍ରଦ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ।
  8. ଆଜି ଅଯୋଧ୍ୟା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ l ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ କାର୍ଯ୍ୟକ୍ରମକୁ ନେଇ ଆଲୋଚନା
  9. ଆଜି ରାଜସ୍ଥାନ ବିଜେପିର ଦଳୀୟ ବୈଠକ । ରାଜସ୍ଥାନ ରାଜନୀତିର ଅଙ୍କକଶା ।
  10. ଆଜିଠୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଅଗଷ୍ଟ 3 ଯାଏଁ ଦର୍ଶନ ଅନୁମତି ।

ABOUT THE AUTHOR

...view details