ଓଡିଶା

odisha

ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର... - ଦେଶ-ଦୁନିଆ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Nov 20, 2020, 7:22 AM IST

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

1.ଆଜି ଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର 31 ପର୍ଯ୍ୟନ୍ତ ଚାଲିବ ଅଧିବେଶନ ।

2.ଆଜି ଭାରତ-ଭୂଟାନ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଭୂଟାନରେ ଦ୍ଵିତୀୟ ପର୍ଯ୍ୟାୟ RUPAY CARD ର ଶୁଭାରମ୍ଭ କରିବେ l

3. ମହାମାରୀ ଟୀକା କ୍ଷେତ୍ରରେ ଆଜି ଏକ ବଡ ଦିନ l ବାୟୋଟେକ ପରୀକ୍ଷା କରୁଥିବା ଟୀକା କୋଭାକ୍ସିନକୁ ନେବେ ହରିୟାଣା ସ୍ବାସ୍ଥ୍ୟ ମନ୍ତ୍ରୀ ଅନିଲ ବୈଜଲ l

4. ଆଜି ଭାରତ ଋଷିଆ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା l

5. ଆଜି କାଶ୍ମୀର ଗସ୍ତରେ ଯାଉଛନ୍ତି ସ୍ଥଳସେନା ମୁଖ୍ୟ l ସୁରକ୍ଷା ସ୍ଥିତି କରିବେ ସମୀକ୍ଷା l

6. ଆଜି ମାଲବାର ଅଭ୍ୟାସର ଶେଷଦିନ । ଅଭ୍ୟାସରେ ସାମିଲ ହୋଇଥିଲେ ଅଷ୍ଟ୍ରେଲିଆ, ଜାପାନ, ଆମେରିକା ଓ ଭାରତ ନୌସେନା ।

7. ଆଜି ରାଜ୍ୟର କୋରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

8. ଆଜି ଦିଲ୍ଲୀର ମହାମାରୀ ସ୍ଥିତି ପୁଣି ସମୀକ୍ଷା କରିବେ ଗୃହମନ୍ତ୍ରୀ ଅମିତ ଶାହା ।

9.ଆଜି ଦେଶରେ କୋରୋନା ସ୍ଥିତି ଓ ଭ୍ୟାକ୍ସିନ ନେଇ ସ୍ଥିତି ସମୀକ୍ଷା କରିବ ନୀତି ଆୟୋଗ l

10. ଆଜିଠୁ ଆଇଏସ୍‌ଏଲ୍‌-7 । ଉଦ୍‌ଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ କେରଳ ବ୍ଲାଷ୍ଟର୍ସ-ଏଟିକେ ।

ABOUT THE AUTHOR

...view details