ଓଡିଶା

odisha

ETV Bharat / bharat

କମିବାର ନାଁ ନେଉନି ଦିଲ୍ଲୀ ବାୟୁ ପ୍ରଦୂଷଣ - new delhi- air pollution update

ମଙ୍ଗଳବାର ମଧ୍ୟ ଦିଲ୍ଲୀରେ ପ୍ରଦୂଷଣର ମାତ୍ରାରେ ବୃଦ୍ଧି ଘଟିଛି । ଏୟାର ଇଣ୍ଡେକ୍ସରେ ପ୍ରଦୂଷଣ ମାତ୍ରା ଅଧିକ ।

ଫାଇଲ ଫଟୋ

By

Published : Nov 12, 2019, 2:47 PM IST

Updated : Nov 12, 2019, 3:17 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁମଣ୍ଡଳରେ ଆଜି ବି ବିଶାକ୍ତ ବାୟୁର କବଜା । ପ୍ରଦୂଷଣ ମାତ୍ରା ବଢିବାରୁ ନିଶ୍ବାସ ନେବାରେ ଅସୁବିଧା ହେଉଛି । ମଙ୍ଗଳବାର ସକାଳେ ଦିଲ୍ଲୀର ଆନନ୍ଦବିହାର ଅଞ୍ଚଳରେ ପ୍ରଦୂଷଣ ସ୍ତର ଅତି ଗମ୍ଭୀର ହୋଇଗଲାଣି । ଏଠାକାର ଏୟାର ଇଣ୍ଡେକ୍ସ 450 ରେକର୍ଡ କରାଯାଇଛି ।

ଦିଲ୍ଲୀର ଗାଜିଆବାଦ ଓ ନଏଡାରେ ମଧ୍ୟ ପ୍ରଦୂଷଣ ଧିରେ ଧିରେ ବଢିବାକୁ ଲାଗିଛି । ମଙ୍ଗଳବାର ସକାଳେ ଗାଜିଆବାଦର ଇନ୍ଦିରାପୁରମର ଏୟାର ଇଣ୍ଡେକ୍ସ 441 ରେକର୍ଡ ହୋଇଛି । ପବନର ବେଗ କମ ରହୁଥିବାରୁ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ କମିବାର ନାଁ ନେଉନି । ପଞ୍ଜାବ, ହରିୟାଣାରେ ଫସଲ ଜଳାଇବାରୁ ପ୍ରଦୂଷଣ ହେଉଛି ।

ମଙ୍ଗଳବାର ପ୍ରଦୂଷଣ ସ୍ଥିତି:-

ଆନନ୍ଦବିହାର- 442 ଅଶୋକନଗର- 438

ବବାନା-445 ଡିଟିୟୁ-406

ଦ୍ବାରକାସେକ୍ଟର8-435 ଜହାଁଗିରପୁରୀ-410

ନଜଫଗଡ-365 ପୁସା-400

ପଟପଡଗଞ୍ଜ-421 ରୋହିଣୀ-440

ଓଖଲା-423


Last Updated : Nov 12, 2019, 3:17 PM IST

ABOUT THE AUTHOR

...view details