ନୂଆଦିଲ୍ଲୀ: ଟ୍ରାଫିକ ପୋଲିସ ଚାଲାଣ କାଟିବାରୁ ଦିଲ୍ଲୀର ଜଣେ ଯୁବକ ନିଜ ମୋଟର ସାଇକେଲରେ ନିଆଁ ଲଗାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି । ନୂଆବର୍ଷ ଅବସରରେ ଯୁବକ ଜଣକ ହେଲମେଟ ପିନ୍ଧି ନଥିବାରୁ ତାଙ୍କର ଚାଲାଣ କଟିଥିଲା । ଆଉ ଏଥିରେ କ୍ଷୁବ୍ଧ ହୋଇ ବ୍ଯକ୍ତି ଜଣକ ନିଜ ଗାଡିରେ ନିଆଁ ଲଗାଇ ଦେଇଥିଲେ । ତେବେ ଘଟଣାସ୍ଥଳରେ ଉପସ୍ଥିତ ଟ୍ରାଫିକ ପୋଲିସ ମୋଟର ସାଇକେଲରୁ ନିଆଁ ଲିଭାଇ ଦେଇଥିଲେ ମଧ୍ୟ ଏହାର ଅଧିକାଂଶ ଅଂଶ ଜଳି ଯାଇଥିଲା ।
ଚାଲାଣ କାଟିବାରୁ ରାଗିଲେ ଯୁବକ: ବାଇକରେ ଲଗାଇଲେ ନିଆଁ - cutting challan in delhi
ହେଲମେଟ ନଥିବାରୁ ଟ୍ରାଫିକରେ ଚାଲାଣ କାଟିବା ଯୋଗୁଁ ବାଇକରେ ନିଆଁ ଲଗାଇଲେ ଦିଲ୍ଲୀର ଜଣେ ଯୁବକ । ଯୁବକଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଚଲାଣ କଟିବାରୁ ବାଇକ୍ରେ ନିଆଁ ଲଗାଇଲେ ଦିଲ୍ଲୀର ଯୁବକ
ଚାଲାଣ କଟିବାରୁ ବାଇକ୍ରେ ନିଆଁ ଲଗାଇଲେ ଯୁବକ
ଘଟଣାସ୍ଥଳରୁ ପୋଲିସ ଉକ୍ତ ଯୁବକ ଜଣକୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ନ୍ୟାୟିକ ଯାଞ୍ଚ କରୁଛି ।