ଓଡିଶା

odisha

ETV Bharat / bharat

ପ୍ରକାଶ ପାଇଲା NEST ଫଳ, ଓଡିଶାରୁ କାହ୍ନା ଜୈନ ଟପ୍ପର - entrance

ପ୍ରକାଶ ପାଇଛି ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ (ନେଷ୍ଟ) 2019ର ପରୀକ୍ଷା ଫଳ । ପଶ୍ଚିମବଙ୍ଗର ପ୍ରଣୟ ଦେ  ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ଓଡିଶାରୁ ଚଳିତ ବର୍ଷ ଭୁବନେଶ୍ବରର କାହ୍ନା ଜୈନ ଟପ୍ପର ହୋଇଛନ୍ତି ।

ଫଟୋ ସୈଜନ୍ୟ: ସୋସିଆଲ ମିଡିଆ

By

Published : Jun 18, 2019, 10:07 PM IST

ଭୁବନେଶ୍ବର: ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ (ନେଷ୍ଟ) 2019 ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ 1779 ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପଶ୍ଚିମବଙ୍ଗର ପ୍ରଣୟ ଦେ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ସେହିପରି ଓଡିଶାରୁ ଚଳିତ ବର୍ଷ ଭୁବନେଶ୍ବରର କାହ୍ନା ଜୈନ ଟପ୍ପର ହୋଇଛନ୍ତି ।

ତେବେ ନେଷ୍ଟ ପାଇଁ ଚଳିତ ବର୍ଷ ୫୩,୪୫୦ ପିଲା ଆବେଦନ କରିଥିଲେ । ଓଡିଶାର 22 ଜଣ ଛାତ୍ରଛାତ୍ରୀ ଟପ୍-100 ମଧ୍ୟରେ ରହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଏହି ପରୀକ୍ଷାରେ ଉତୀର୍ଣ୍ଣ ହେବାପରେ ଛାତ୍ରଛାତ୍ରୀ ନ୍ୟାସ୍‌ନାଲ ଇଷ୍ଟିଚ୍ୟୁଟ୍‌ ଆଇ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ନାଇଜର)ରେ ନାମ ଲେଖା ପାଇଁ ଯୋଗ୍ୟ ବିବେଚିତ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details