ଓଡିଶା

odisha

ETV Bharat / bharat

ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା - ଛତିଶଗଡ ଖବର

ଛତିଶଗଡ ବାନ୍ଦେ ଥାନା ଅଞ୍ଚଳର ଉଲିଆରେ ଅଭାବନୀୟ ଘଟଣା । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା । ଆଗକୁ ପଢନ୍ତୁ...

naxal killed villager in chatishgarh
ପ୍ରତିକାତ୍ମକ ଫଟୋ

By

Published : Dec 22, 2019, 3:14 PM IST

ରାୟପୁର: ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ । ଛତିଶଗଡ ବାନ୍ଦେ ଥାନା ଅଞ୍ଚଳର ଉଲିଆରେ ଘଟିଛି ଏହି ହତ୍ୟାକାଣ୍ଡ ।

ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

ରାତିରେ ଶୋଇଥିବା ବେଳେ ଘରୁ ଉଠାଉ ନେଇ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତ ବ୍ୟକ୍ତି ରଞ୍ଜିତ ତିମ୍ମା ବୋଲି ଜଣାପଡିଛି । ଘରୁ କିଛି ଦୂର ପର୍ଯ୍ୟନ୍ତ ନେବା ପରେ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡିଛି ।

ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

ABOUT THE AUTHOR

...view details