ମୁମ୍ବାଇ: 18ଟି ହତ୍ୟା ଓ 10ଟି ଅଗ୍ନିକାଣ୍ଡରେ ସମ୍ପୃକ୍ତ ଥିବା ନକ୍ସଲ ଯଶୋବନ୍ତ ବୋଗା ଓ ତାଙ୍କ ପତ୍ନୀ ଶାରଦା ନୈତାମ ସୋମବାର ଗଡଚିରୋଲି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
130ରୁ ଅଧିକ ଅପରାଧୀକ କାର୍ଯ୍ୟକଳାପରେ ଜଡିତ ଏହି ନକ୍ସଲ ଦମ୍ପତିଙ୍କ ମୁଣ୍ଡରେ 18 ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ତେବେ ସେମାନେ ସୋମବାର ଗଡଚିରୋଲି ପୋଲିସଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।