ନୂଆଦିଲ୍ଲୀ: ଭାରତ ମହାସାଗରରେ ଶତ୍ରୁପକ୍ଷଙ୍କ ଯୁଦ୍ଧ ଜାହାଜରେ ନଜର ରଖିବା ପାଇଁ ଭାରତୀୟ ନୌସେନାର ପଡ ପଦକ୍ଷେପ । ସମୁଦ୍ର ମଧ୍ୟରେ ଶତ୍ରୁଙ୍କ କାର୍ଯ୍ୟକଳାପ ଉପରେ ଯେପରି ତୀକ୍ଷ୍ଣ ନଜର ରଖାଯାଇପାରିବ, ଏନେଇ ଯୁଦ୍ଧ ଜାହାଜରେ ନିୟୋଜିତ ପାଇଁ 10ଟି ଡ୍ରୋନ କିଣିବାକୁ ପ୍ରସ୍ତାବ ଦେଇଛି ନୌସେନା ।
ଶତୃ ଜାହାଜରେ ନଜର ରଖିବାକୁ 10 ଡ୍ରୋନ କିଣିବ ଭାରତୀୟ ନୌସେନା - ଶତ୍ରୃ ଜାହାଜ
ସମୁଦ୍ର ମଧ୍ୟରେ ଶତ୍ରୁଙ୍କ କାର୍ଯ୍ୟକଳାପ ଉପରେ ଯେପରି ତୀକ୍ଷ୍ଣ ନଜର ରଖାଯାଇପାରିବ, ଏନେଇ ଯୁଦ୍ଧ ଜାହାଜରେ ନିୟୋଜିତ ପାଇଁ 10ଟି ଡ୍ରୋନ କିଣିବାକୁ ପ୍ରସ୍ତା ଦେଇଛି ନୌସେନା । ଅଧିକ ପଢନ୍ତୁ...
ଶତ୍ରୃ ଜାହାଜ ଉପରେ ନଜର ରଖିବାକୁ 10 ଡ୍ରୋନ କଣିବ ଭାରତୀୟ ନୌସେନା
1240 କୋଟି ଟଙ୍କା ବ୍ୟୟରେ 10ଟି ମାନବ ବିହୀନ ଏରିଅଲ ସିଷ୍ଟମ କ୍ରୟ କରିବାକୁ ଭାରତୀୟ ନୌସେନା ପ୍ରସ୍ତାବ ଦେଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।
ନୌସେନାର ଯୋଜନା ଅନୁଯାୟୀ ଏହି ଡ୍ରୋନଗୁଡିକ ବଡ ଆକାରର ଯୁଦ୍ଧ ଜାହାଜରେ ନିୟୋଜିତ ହେବ ଏବଂ ଚୀନର କାର୍ଯ୍ୟକଳାପ ଏବଂ ଭାରତୀୟ ଜଳ ସୀମା ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଅନ୍ୟ ଶତ୍ରୁମାନଙ୍କ ଉପରେ ନଜର ରଖିବାକୁ ସାହାଯ୍ୟ କରିବ ।
Last Updated : Aug 14, 2020, 11:01 PM IST