ନୂଆଦିଲ୍ଲୀ: ଭାରତୀୟ ଜଳସେନା ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଜଳସେନା ଅଧିକାରୀ ଆଇଏନ୍ଏସ ସିନ୍ଧୁଧ୍ବଜରେ ଯୋଗାଭ୍ୟାସ କରିଛନ୍ତି।
ଆଇଏନ୍ଏସ ସିନ୍ଧୁଧ୍ବଜରେ ଆନ୍ତର୍ଜାତୀୟ ଯୋଗ ଦିବସ - UNO
ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଭାରତୀୟ ଜଳସେନାରେ କାର୍ଯ୍ୟରତ ଅଧିକାରୀ ଆଇଏନ୍ଏସ ସିନ୍ଧୁଧ୍ବଜରେ ଯୋଗାଭ୍ୟାସ କରିଛନ୍ତି।
![ଆଇଏନ୍ଏସ ସିନ୍ଧୁଧ୍ବଜରେ ଆନ୍ତର୍ଜାତୀୟ ଯୋଗ ଦିବସ](https://etvbharatimages.akamaized.net/etvbharat/prod-images/768-512-3619433-121-3619433-1561095038881.jpg)
ଫଟୋ ସୌଜନ୍ୟ: ଏଏନ୍ଆଇ
ଭାରତୀୟ ପରମ୍ପରାରୁ ଯୋଗର ଉତ୍ପତ୍ତି ହୋଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବ କ୍ରମେ ଜାତିସଂଘ ପକ୍ଷରୁ 2015 ମସିହାରୁ ଜୁନ 21ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳିତ ହୋଇଆସୁଛି।