ଓଡିଶା

odisha

ETV Bharat / bharat

ନେଭି ଡେ' ପାଇଁ ପ୍ରସ୍ତୁତି: ଭାରତୀୟ ନୌସେନା ପକ୍ଷରୁ ଟିଜର ଜାରି

ନୌସେନା ଦିବସ ପାଇଁ ଭାରତୀୟ ନୌସେନା ପକ୍ଷରୁ ଟିଜର ଜାରି । ନୌସେନାର ବିଭିନ୍ନ ଯୁଦ୍ଧ ଜାହାଜ ଓ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଏହି ଟିଜରରେ ଦର୍ଶାଯାଇଛି ।

By

Published : Dec 3, 2019, 2:01 PM IST

ନୌସେନା ଦିବସ
ଫାଇଲ ଫଟୋ

ଅମରାବତୀ: ଗୋଟିଏ ଦିନ ପରେ ନୌସେନା ଦିବସ । ପ୍ରତିବର୍ଷ ଡିସେମ୍ବର 4ରେ ନୌସେନାର ବୀର ସୈନିକଙ୍କୁ ସ୍ମରଣ ସହିତ ନେଭି ଡେ ପାଳନ କରାଯାଇଥାଏ । ଚଳିତ ଥର ଏହି ଦିବସ ପାଳନ ପାଇଁ ସଜେଇ ହେଉଛି ବିଶାଖାପାଟଣାର ଆରକେ ବିଚ । ଏଥିପାଇଁ ଭାରତୀୟ ନୌସେନା ପକ୍ଷରୁ ଏକ ଟିଜର ଜାରି କରାଯାଇଛି । ଏହି ଟିଜରରେ ଯୁଦ୍ଧ ଭଳି ସ୍ଥିତିର ସାମ୍ନା କରିବା ପାଇଁ ନୌସେନାର କ୍ଷମତାକୁ ଦର୍ଶାଯାଇଛି । ଏହାସହ ନୌସେନାର ବିଭିନ୍ନ ଯୁଦ୍ଧ ଜାହାଜ ଓ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଏହି ଟିଜରରେ ଦର୍ଶା ଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଅନ୍ୟପକ୍ଷେ ଏହି ଦିବସକୁ ପାଳନ କରିବା ପାଇଁ ନୌସେନା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେବା ନେଇ ଜଣାପଡିଛି ।

ABOUT THE AUTHOR

...view details