ଓଡିଶା

odisha

ସିଆର ପାଟିଲ ଗୁଜୁରାଟ ବିଜେପିର ନୂଆ ଅଧ୍ୟକ୍ଷ

ନଭସାରି ସାଂସଦ ସିଆର ପାଟିଲ ଗୁଜୁରାଟ ବିଜେପିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ।

By

Published : Jul 20, 2020, 6:01 PM IST

Published : Jul 20, 2020, 6:01 PM IST

gujurat bjp chief
ସିଆର ପାଟିଲ ଗୁଜୁରାଟ ବିଜେପିର ନୂଆ ଅଧ୍ୟକ୍ଷ

ଗାନ୍ଧୀନଗର: ସିଆର ପାଟିଲ ହେଲେ ଗୁଜୁରାଟ ବିଜପି ଅଧ୍ୟକ୍ଷ । ନଭସାରି ସାଂସଦ ସିଆର ପାଟିଲ ଗୁଜୁରାଟ ବିଜେପିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ।

ସିଆର ପାଟିଲ ଲୋକସଭା ସାଂସଦ ଅଟନ୍ତି । ସେ ଗତ 2014 ନିର୍ବାଚନରେ ବିଜେପି ପକ୍ଷରୁ ଗୁଜୁରାଟର ନଭସାରି ଆସନରେ ନିର୍ବାଚନ ଲଢିଥିଲେ । ଯେଉଁଥିରେ ସେ ବିଜୟୀ ହୋଇ ନଭସାରି ସାଂସଦ ଥିଲେ । ତେବେ ସିଆର ପାଟିଲ ଭାରତର ପ୍ରଥମ ସାଂସଦ ଅଟନ୍ତି । ଯିଏ ଆଇଏସଓ ସାର୍ଟିଫିକେଟ ପାଇଥିଲେ ।

ସିଆର ପାଟିଲ ଗୁଜୁରାଟ ବିଜେପିର ନୂଆ ଅଧ୍ୟକ୍ଷ

ସେହିପରି ଜାମୟଙ୍ଗ ଟିସିରିଙ୍ଗ ନମଗ୍ୟାଲ ଲଦାଖ ବିଜେପିର ନୂଆ ଅଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି । ସେ ପୂର୍ବରୁ ଲଦାଖର ସାଂସଦ ଥିଲେ ।

ସିଆର ପାଟିଲ ଗୁଜୁରାଟ ବିଜେପିର ନୂଆ ଅଧ୍ୟକ୍ଷ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details