ଓଡିଶା

odisha

ETV Bharat / bharat

ଅଗଷ୍ଟ 15 ସ୍ପେଶାଲ: ଆଳୁ, ଟମାଟୋରେ ଜାତୀୟ ପତକାର ପ୍ରସ୍ତୁତି - NATIONAL FLAG WITH VEGETABLES

ଆଉ ଦିନ କେଇଟା ପରେ ଦେଶ ପାଳିବ 73ତମ ସ୍ବାଧିନତା ଦିବସ । ଚାରିଆଡ଼େ ଉତ୍ସାହ ଓ ପ୍ରସ୍ତୁତି ଚାଲିଛି । ଏହି ଉପଲକ୍ଷେ ଆନ୍ଧ୍ରର 2 ଭାଇ ପନିପରିବାରେ ତିଆରି କରିଛନ୍ତି ଜାତୀୟ ପତକା ।

http://10.10.50.85:6060/reg-lowres/10-August-2019/ap-rjy-81-10-national-flag-avb-ap10107_10082019092526_1008f_00167_629_1008newsroom_1565414333_605.mp4

By

Published : Aug 10, 2019, 1:15 PM IST


ଆନ୍ଧ୍ରପ୍ରଦେଶ: ପନିପରିବାରେ ଜାତୀୟ ପତାକା । ଆଜ୍ଞା ହଁ ଟମାଟୋ, ପତ୍ରକୋବି, ବାଇଗଣ, ଆଳୁ, ଭେଣ୍ଡି, କୁନ୍ଦୁରୀ ଆଦି ଭଳିକି ଭଳି ପରିବାରେ ଡିଜାଇନ ହୋଇଛି ଦେଶ ତ୍ରିରଙ୍ଗା । ଆଉ ଏହାକୁ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ରାଜମୁନ୍ଦରୀର 2 ଭାଇ ସୁରେଶ ଓ ସତିଶ ଶର୍ମା । ପ୍ରତି ବର୍ଷ ଅଗଷ୍ଟ 15 ଆସିଲେ ଏହି 2 ଭାଇ ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର କରି ପ୍ରସ୍ତୁତ କରୁନ୍ତି ଜାତୀୟ ପତକା ।

ଭିଡିଓ ସୌଜନ୍ୟ-ଇଟିଭି ଭାରତ

ତେବେ 2 ଭାଇ ମିଶି ତିଆରି କରିଥିବା ଏହି ପତକା ଦେଖିବାକୁ ଯେତିକି ଆକର୍ଷଣୀୟ ସେତିକି ମନୋଲୋଭା । ଏହି 2 ଦେଶଭକ୍ତ ନିଜ ପରିଶ୍ରମ ଓ କୌଶଳ ବଳରେ ଏପରି ଧରଣର ଡିଜାଇନ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି।

ABOUT THE AUTHOR

...view details