ଓଡିଶା

odisha

ETV Bharat / bharat

ରୋଜା ଭାଙ୍ଗିବା ପୂର୍ବରୁ ଜାତୀୟ ସଂଗୀତ ଗାଇଲେ ମୁସଲିମ ମହିଳା

ରମଜାନ ଦିନରେ ମୁସଲମାନ ସମାଜର ଲୋକଙ୍କ ପାଇଁ ଇଫତାରର ବ୍ୟବସ୍ଥା କରାଯାଉଥିବା ଆପଣମାନେ ଦେଖିଥିବେ । କିନ୍ତୁ ଆପଣ କେବେ କୌଣସି ଇଫତାରୀ ଦେଖିଛନ୍ତି ଯେଉଁଠାରେ ରୋଜା ଖୋଲିବା ପୂର୍ବରୁ ଜାତୀୟ ସଂଗୀତ ଗାନ କରାଯାଏ ।

_eid
ରୋଜା ଭାଙ୍ଗିବା ପୂର୍ବରୁ ଜାତୀୟ ସଂଗୀତ ଗାଇଲେ ମୁସଲିମ ମହିଳା

By

Published : May 25, 2020, 1:37 PM IST

ନୂଆଦିଲ୍ଲୀ: ରମଜାନ ଦିନରେ ମୁସଲମାନ ସମାଜ ପାଇଁ ଇଫତାରୀର ବ୍ୟବସ୍ଥା କରାଯାଉଥିବା ଆପଣମାନେ ଦେଖିଥିବେ । କିନ୍ତୁ ଆପଣ କେବେ କୌଣସି ଇଫତାରୀ ଦେଖିଛନ୍ତି ଯେଉଁଠାରେ ରୋଜା ଖୋଲିବା ପୂର୍ବରୁ ଜାତୀୟ ସଂଗୀତ ଗାନ କରାଯାଏ ।

ରୋଜା ଭାଙ୍ଗିବା ପୂର୍ବରୁ ଜାତୀୟ ସଂଗୀତ ଗାଇଲେ ମୁସଲିମ ମହିଳା

ତେବେ ଦିଲ୍ଲୀର କସ୍ତୁରବା ନଗରର ପ୍ରାୟ 60-70 ମହିଳା ରୋଜା ଖୋଲିବା ପୂର୍ବରୁ ଆହ୍ଲାଙ୍କ ପ୍ରାର୍ଥନା ପରେ ପ୍ରତିଦିନ ଜାତୀୟ ସଂଗୀତ ଗାନ କରନ୍ତି। ସେମାନେ କହିଛନ୍ତି ଯେ, କେବଳ ଆଲ୍ଲା ହିଁ ସେମାନଙ୍କୁ କୋରୋନା ମହାମାରୀରୁ ରକ୍ଷା କରିପାରିବେ। ତେଣୁ ସେମାନେ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ଏଥିସହିତ ଏଭଳି ସଙ୍କଟ ସମୟରେ ଦେଶ ଯେପରି ଆମର ଯତ୍ନ ନେଇଛି ସେଥିପାଇଁ ଦେଶକୁ ଧନ୍ୟବାଦ ଜଣାଇବାକୁ ଯାଇ ରୋଜା ଖୋଲିବା ପୂର୍ବରୁ଼ ଆମେ ଜାତୀୟ ସଂଗୀତ ଗାଉଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details