ବେଙ୍ଗାଲୁରୁ: ବୁଧବାର ରାତିରେ କର୍ଣ୍ଣାଟକର ବିଡର ଜିଲ୍ଲାର ହୁମନାବାଦ ନିକଟରେ ଏକ ଘରୋଇ ବସ୍ରେ ନିଆଁ ଲାଗିଯାଇଥିଲା । ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି ।
ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ 17 ଯାତ୍ରୀ
ବୁଧବାର ରାତିରେ କର୍ଣ୍ଣାଟକର ବିଡର ଜିଲ୍ଲାର ହୁମନାବାଦ ନିକଟରେ ଏକ ଘରୋଇ ବସ୍ରେ ନିଆଁ ଲାଗିଯାଇଥିଲା । ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି ।
ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ 17 ଯାତ୍ରୀ
ଘରୋଇ ବସ୍ ଧୁମାସାନୁର ନିକଟରେ ପହଞ୍ଚିଥିଲା । ହଠାତ୍ ବସର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ଡ୍ରାଇଭର ତୁରନ୍ତ ବସ୍ ଅଟକାଇଥିଲେ । ଏହାପରେ ଗାଡିରୁ 17 ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ବାହାରି ଆସିଥିଲେ । ବସଟି ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ