ମୁମ୍ବାଇ : ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲସ କୁଖ୍ୟାତ ଅପରାଧୀ ଇସହାଦ ଖାନଙ୍କୁ ଗିରଫ କରିଛି । ତାଙ୍କ ଠାରୁ ଗୋଟିଏ ବନ୍ଧୁକ ଓ 7ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଇସହାଦଙ୍କ ନାଁରେ ମୁମ୍ବାଇ ଓ ଗୁଜୁରାଟର ବିଭିନ୍ନ ଥାନାରେ ଚୋରୀ ଓ ହତ୍ୟାକାଣ୍ଡ ଭଳି ବିଭିନ୍ନ ସଙ୍ଗୀନ ମାମଲା ରହିଛି ।
କୁଖ୍ୟାତ ଅପରାଧୀ ଇସହାଦ ଖାନ ଗିରଫ - Mumbai Police Crime Branch
ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ କୁଖ୍ୟାତ ଅପରାଧୀ ଇସହାଦ ଖାନଙ୍କୁ ଗିରଫ କରିଛି । ତାଙ୍କ ଠାରୁ ଗୋଟିଏ ବନ୍ଧୁକ ଓ 7ଟି ଜୀବନ୍ତ ଗୁଳି ଜବତ କରାଯାଇଛି ।
ଇସହାଦ ଖାନଙ୍କ ଗିରଫ
କୁଖ୍ୟାତ ଅପରାଧୀ ଇସହାଦ ଖାନଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଦବ ଠାକରେଙ୍କ ବାସଭବନ ନିକଟରୁ ଗିରଫ କରାଯାଇଛି ।
Last Updated : Mar 3, 2020, 12:11 PM IST