ମୁମ୍ବାଇ: ମହାରାଷ୍ଟ୍ରରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରି ସ୍ଥିତିରେ ନାୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ପଜିଟିଭ ମହିଳା ପ୍ରମିଲା ଆଖାଦେ ଡାକ୍ତରଖାନାର ବାଥରୁମରେ ଗଳା କାଟି ଆତ୍ମହତ୍ୟା କରିଛନ୍ତି ।
ମୁମ୍ବାଇରେ କୋରୋନା ଆକ୍ରାନ୍ତ ମହିଳାଙ୍କ ଆତ୍ମହତ୍ୟା - Mumbai Corona positive woman Suicide
ନାୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ପଜିଟିଭ ମହିଳା ପ୍ରମିଲା ଆଖାଦେ ଡାକ୍ତରଖାନାର ବାଥରୁମରେ ଗଳା କାଟି ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ...

ମୁମ୍ବାଇରେ କୋରୋନା ଆକ୍ରାନ୍ତ ମହିଳାଙ୍କ ଆତ୍ମହତ୍ୟା
ମୁମ୍ବାଇର ୱର୍ଲି କୋଲିୱାଡାର ଜିଜାମାତା ନଗରରେ ରହୁଥିବା ଏହି ମହିଳାଙ୍କୁ କରୋନା ସଂକ୍ରମଣ କାରଣରୁ ନାୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ମାନସିକ ଚାପରେ ଥିବା ପ୍ରମିଲା ଆତ୍ମହତ୍ୟା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ