ଭୋପାଳ:ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଦୁର୍ଘଟଣା ପରେ ଜଳିଗଲା ଟ୍ରକ; 2 ଡ୍ରାଇଭର ମୃତ, 4 ଗୁରୁତର - ଜାତୀୟ ରାଜପଥରେ ଜଳିଲା ଟ୍ରକ
ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ,4 ଗୁରୁତର । ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...
ଜାତୀୟ ରାଜପଥରେ ଜଳିଲା ଟ୍ରକ,2ଜଣଙ୍କ ମୃତ୍ୟୁ
ସୂଚନା ଅନୁସାରେ,ସିଓନି ଜିଲ୍ଲାର ଜବଲପୁର ନାଗପୁର ଜାତୀୟ ରାଜପଥରେ ଦୁଇଟି ଟ୍ରକ ମୁହାଁମୁହି ଧକ୍କା ହୋଇଥିଲା । ଫଳରେ ଟ୍ରକରେ ନିଆଁ ଲାଗିଯାଇଥିଲା । ଗାଡି ଭିତରେ ଥିବା ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଏହା ସହ 4 ଜଣ ଗୁରୁତର ହୋଇଛନ୍ତି । ତେବେ ଟ୍ରକ ଦୁଇଟି ବିପରୀତ ଦିଗରୁ ଆସୁଥିବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
@ANI