ଭୋପାଳ: ମହାମାରୀ କୋରୋନା କବଳରୁ ସୁସ୍ଥ ହେବା ପରେ ଏବେ ନିଜ ପ୍ଲାଜମା ଦାନ କରିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ରବିବାର ଭିଡିଓ କନଫରେନ୍ସ ଜରିଆରେ କୋରୋନା ସ୍ଥିତିର ସମୀକ୍ଷା ସୟରେ ଚୌହାନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସୁସ୍ଥ ହେଲେ ଶିବରାଜ, କରିବେ ପ୍ଲାଜମା ଦାନ - ପ୍ଲାଜମା ଦାନ
ସୁସ୍ଥ ହେବା ପରେ ଏବେ ନିଜ ପ୍ଲାଜମା ଦାନ କରିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଅଧିକ ପଢନ୍ତୁ...

ସୁସ୍ଥ ହେଲେ ଶିବରାଜ, କରିବେ ପ୍ଲାଜମା ଦାନ
ମୁଖ୍ୟମନ୍ତ୍ରୀ କହିଛନ୍ତି ଏବେ ତାଙ୍କ ଶରୀରରେ କୋରୋନା ଆଣ୍ଟିଭାଇରସ ବିକାଶିତ ହୋଇଯାଇଛି । ଏଣୁ ସେ ପ୍ଲାଜମା ଦେବାକୁ ସ୍ଥିର କରିଛନ୍ତି । ଅନ୍ୟମାନଙ୍କୁ ମଧ୍ୟ ପ୍ଲାଜମା ଦାନ କରିବାକୁ ପରାମର୍ଶ ଦେଇଛନ୍ତି ।