ଗାନ୍ଧୀନଗର: କୋରୋନା ବିପକ୍ଷରେ ଲଢ଼େଇରେ ଏକାଠି ହେଲା ସାରା ଦେଶ । କାଶ୍ମୀରରୁ କନ୍ୟାକୁମାରୀ ଯାଏ ‘ଜନତା କର୍ଫ୍ୟୁ’କୁ ସମର୍ଥନ । ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଦେଶବାସୀ ଅପରାହ୍ଣ ୫ଟାରେ ତାଳି, ଥାଳି ଓ ଘଣ୍ଟା ବଜାଇବା ନିଜ ନିଜ ସମର୍ଥନ ଜଣାଇଛନ୍ତି । ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 99 ବର୍ଷୀୟ ମା ହୀରାବେନ ନିଜ ଗାନ୍ଧୀ ନଗରସ୍ଥିତ ବାସଭବନରେ ଥାଳି ବଜାଇ ନିଜ ସମର୍ଥନ ଜଣାଇଛନ୍ତି ।
‘ଜନତା କର୍ଫ୍ୟୁ’: ଥାଳି ବଜାଇ ସମର୍ଥନ ଜଣାଇଲେ ପିଏମଙ୍କ ମା' ହୀରାବେନ - ପ୍ରଧାନମନ୍ତ୍ରୀଙ୍କ ମା
ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହୀରାବେନ ତାଙ୍କ ଘରେ ଥାଳି ବଜାଇ କରୋନା ମହାମାରୀ ବିସ୍ତାରକୁ ଅଟକାଇବା ଦିଗରେ ଦିନରାତି କାମ କରୁଥିବା ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ଏହି ଭିଡିଓ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...
![‘ଜନତା କର୍ଫ୍ୟୁ’: ଥାଳି ବଜାଇ ସମର୍ଥନ ଜଣାଇଲେ ପିଏମଙ୍କ ମା' ହୀରାବେନ ଡିଜାଇନ ଫଟୋ](https://etvbharatimages.akamaized.net/etvbharat/prod-images/768-512-6504449-thumbnail-3x2-heera-ben.jpg)
ଡିଜାଇନ ଫଟୋ
‘ଜନତା କର୍ଫ୍ୟୁ’: ଥାଳି ବଜାଇ ସମର୍ଥନ ଜଣାଇଲେ ପିଏମଙ୍କ ମା' ହୀରାବେନ
ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହୀରାବେନ ତାଙ୍କ ଘରେ ଥାଳି ବଜାଇ କରୋନା ମହାମାରୀ ବିସ୍ତାରକୁ ଅଟକାଇବା ଦିଗରେ ଦିନରାତି କାମ କରୁଥିବା ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ଏହି ଭିଡିଓ ସାମ୍ନାକୁ ଆସିଛି ।