ଗାନ୍ଧୀନଗର: ଗୁଜୁରାଟ ସରକାରଙ୍କ ବିରୋଧରେ ମୋଟେରା ଗ୍ରାମବାସୀଙ୍କ ଧାରଣା । ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ହେବାକୁ ଥିବା ‘ନମସ୍ତେ ଡୋନାଲ୍ଡ ଟ୍ରମ୍ପ’ କାର୍ଯ୍ୟକ୍ରମରେ ମୋଟେରା ଗ୍ରାମବାସୀଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ସେମାନେ ଗୁଜୁରାଟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି ।
‘ନମସ୍ତେ ଡୋନାଲ୍ଡ ଟ୍ରମ୍ପ’ କାର୍ଯ୍ୟକ୍ରମର ନିମନ୍ତ୍ରଣ ନପାଇ ଗ୍ରାମବାସୀଙ୍କ ଧାରଣା - Motera villagers protest against gujarat government
ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ହେବାକୁ ଥିବା ‘ନମସ୍ତେ ଡୋନାଲ୍ଡ ଟ୍ରମ୍ପ’ କାର୍ଯ୍ୟକ୍ରମରେ ମୋଟେରା ଗ୍ରାମବାସୀଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ସେମାନେ ଗୁଜୁରାଟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି ।

‘ନମସ୍ତେ ଡୋନାଲ୍ଡ ଟ୍ରମ୍ପ’ କାର୍ଯ୍ୟକ୍ରମର ନିମନ୍ତ୍ରଣ ନପାଇ ଗ୍ରାମବାସୀଙ୍କ ଧାରଣା
‘ନମସ୍ତେ ଡୋନାଲ୍ଡ ଟ୍ରମ୍ପ’ କାର୍ଯ୍ୟକ୍ରମର ନିମନ୍ତ୍ରଣ ନପାଇ ଗ୍ରାମବାସୀଙ୍କ ଧାରଣା
ଗ୍ରାମବାସୀଙ୍କ କହିବା ଅନୁଯାୟୀ, 1983 ମସିହାରେ ଷ୍ଟାଡିୟମର ଉଦଘାଟନ ହୋଇଥିଲା ଏବଂ ସେ ସମୟରେ ସେମାନଙ୍କୁ ଉଦଘାଟନୀ ଉତ୍ସବରେ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ଏବେ ‘ନମସ୍ତେ ଡୋନାଲ୍ଡ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କୁ ‘ନୋ ଏଣ୍ଟ୍ରି’ ରହିଛି । ଯାହାକୁ ନେଇ ସେମାନେ ଆନ୍ଦୋଳନ କରିଛନ୍ତି ।