ଜୟପୁରରେ ଭୁଶୁଡିଲା ନିର୍ମାଣାଧିନ କୋଠା, 10ରୁ ଊର୍ଦ୍ଧ୍ବ ଚାପି ରହିଥିବା ସୂଚନା - ଜୟପୁପର ଦୁର୍ଘଟଣା
![ଜୟପୁରରେ ଭୁଶୁଡିଲା ନିର୍ମାଣାଧିନ କୋଠା, 10ରୁ ଊର୍ଦ୍ଧ୍ବ ଚାପି ରହିଥିବା ସୂଚନା ଜୟପୁରରେ ଭୁଶୁଡିଲା ନିର୍ମାଣାଧିନ କୋଠା, 10ରୁ ଊର୍ଦ୍ଧ୍ବ ଚାପି ରହିଥିବା ସୂଚନା](https://etvbharatimages.akamaized.net/etvbharat/prod-images/768-512-8737443-thumbnail-3x2-kk.jpg)
ଜୟପୁରରେ ଭୁଶୁଡିଲା ନିର୍ମାଣାଧିନ କୋଠା, 10ରୁ ଊର୍ଦ୍ଧ୍ବ ଚାପି ରହିଥିବା ସୂଚନା
14:51 September 09
ଜୟପୁରରେ ଭୁଶୁଡିଲା ନିର୍ମାଣାଧିନ କୋଠା, 10ରୁ ଊର୍ଦ୍ଧ୍ବ ଚାପି ରହିଥିବା ସୂଚନା
ଜୟପୁରରେ ଭୁଶୁଡିଲା ନିର୍ମାଣାଧିନ କୋଠା, 10ରୁ ଊର୍ଦ୍ଧ୍ବ ଚାପି ରହିଥିବା ସୂଚନା
ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ବଡ ଧରଣର ଦୁର୍ଘଟଣା । ନିର୍ମାଣାଧିନ କୋଠା ଭୁଶୁଡି ପଡିବା ଫଳରେ ଏହା ତଳେ 10ରୁ ଊର୍ଦ୍ଧ୍ବ ଲୋକ ଚାପି ରହିଥିବା ନେଇ ସୂଚନା ମିଳିଛି ।
ବୁଧବାର ଜୟପୁରର କ୍ରିଷ୍ଣାବିହାର ଅଞ୍ଚଳରେ ଏକ ନିର୍ମାଣାଧିନ କୋଠା ଭୁଶୁଡି ପଡିଛି । ତେବେ ଭଗ୍ନାବଶେଷ ତଳେ 10ରୁ 15 ଜଣ ଲୋକ ଚାପି ରହିଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Sep 9, 2020, 4:57 PM IST