ଓଡିଶା

odisha

By

Published : Mar 10, 2020, 9:39 PM IST

ETV Bharat / bharat

କେରଳକୁ ଶନିଦଶା, କୋରୋନା ପରେ ବ୍ୟାପୁଛି ‘ମଙ୍କି ଫିଭର’

କେରଳର ୱାୟନାଡା ଜିଲ୍ଲାରେ ବ୍ୟାପିଛି ମଙ୍କି ଫିଭର । ବର୍ତ୍ତମାନ ସୁଦ୍ଧା ଏଥିରେ 13 ଜଣ ଆକ୍ରାନ୍ତ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

monkey fever confirmed in kerala
କେରଳକୁ ଶନିଦଶା, କୋରୋନା ପରେ ବ୍ୟାପିଲା ‘ମଙ୍କି ଫିବର୍‌’

ଥିରୁଅନନ୍ତପୁରମ: କେରଳ ଉପରେ ରୋଗର କଳାବାଦଲ । କୋରୋନା ପରେ ଏବେ ବ୍ୟାପିବାରେ ଲାଗିଛି ମଙ୍କି ଫିଭର । ୱାୟନାଡା ଜିଲ୍ଲାର ଅପ୍ପପରା ଗାଁରେ ବେଶ୍ କ୍ଷିପ୍ର ଗତିରେ ଏହି ଜ୍ବର ବ୍ୟାପିବାରେ ଲାଗିଛି ।

ଏହି ସଂକ୍ରାମକ ରୋଗରେ ଗାଁର 13 ଜଣ ଆକ୍ରାନ୍ତ ହୋଇଛନ୍ତି । ମଣିଷ ଶରୀରରେ ଦେଖାଦେଉଥିବା ଏହି ରୋଗ ସାଧାରଣତଃ ମାଙ୍କଡ ମାନଙ୍କୁ ହୋଇଥାଏ । ସମସ୍ତ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details