ଓଡିଶା

odisha

ETV Bharat / bharat

ବିଜାପୁରରେ IED ବିସ୍ଫୋରଣ, ଜଣେ ପୋଲିସକର୍ମୀ ଶହୀଦ - ବିଜାପୁର ଆଇଡି ବିସ୍ଫୋରଣ ଘଟଣା

ଛତିଶଗଡର ବିଜାପୁରରେ ଆଇଡି ବିସ୍ଫୋରଣ ଘଟଣାରେ ଆହତ ଥିବା ଜଣେ ପୋଲିସକର୍ମୀ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ...

ବିଜାପୁରରେ IED ବିସ୍ଫୋରଣ, ଜଣେ ପୋଲିସକର୍ମୀ ଶହୀଦ
ବିଜାପୁରରେ IED ବିସ୍ଫୋରଣ, ଜଣେ ପୋଲିସକର୍ମୀ ଶହୀଦ

By

Published : Feb 7, 2021, 8:32 PM IST

ରାୟପୁର: ଛତିଶଗଡର ବିଜାପୁରରେ ଆଇଡି ବିସ୍ଫୋରଣ । ଏହି ଘଟଣାରେ ଆହତ ଥିବା ଜଣେ ପୋଲିସକର୍ମୀ ଶହୀଦ ହୋଇଛନ୍ତି । ଶହୀଦ ପୋଲିସକର୍ମୀଙ୍କ ନାଁ ମୋହନ ନାଗ ବୋଲି ଜଣାପଡିଛି ।

ଆଇଡି ବିସ୍ଫୋରଣ ପରେ ଗୁରୁତର ଆହତ ହୋଇଥିଲେ ପୋଲିସକର୍ମୀ ମୋହନ ନାଗ । ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏୟାରଲିଫ୍ଟ କରି ରାୟପୁର ଅଣାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ପୋଲିସକର୍ମୀଙ୍କ ପ୍ରାଣ ହରାଇଥିବା ସୂଚନା ଦେଇଛନ୍ତି ବସ୍ତର ଆଇଜି ପି ସୁନ୍ଦରରାଜ ।

ABOUT THE AUTHOR

...view details