ଓଡିଶା

odisha

ETV Bharat / bharat

ଇଜିପ୍ଟ ରାଷ୍ଟପ୍ରତିଙ୍କୁ ସହଯୋଗ ନେଇ ପ୍ରତିଶୃତି ଦେଲେ ମୋଦି - pm modi

ଇଜିପ୍ଟ ରାଷ୍ଟପ୍ରତିଙ୍କୁ ସହଯୋଗ ନେଇ ପ୍ରତିଶୃତି ଦେଲେ ମୋଦି । ଟେଲିଫୋନରେ କଥା ହୋଇଛନ୍ତି ଉଭୟ ନେତା । ଅଧିକ ପଢନ୍ତୁ..

modi had a telephonic conversation with egypt president
ଫାଇଲ ଫଟୋ

By

Published : Apr 18, 2020, 1:29 AM IST

ନୂଆଦିଲ୍ଲୀ: ବିଶ୍ବରେ ଚିନ୍ତାର ବିଷୟ ପାଲଟିଛି କୋରୋନା । ତେବେ ଏନେଇ ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ-ସିସିଙ୍କ ସହ ଫୋନରେ କଥା ହୋଇଛନ୍ତି।

କୋଭିଡ-19 ନେଇ ବିଶ୍ୱ ପରିସ୍ଥିତି ଉପରେ ଆଲୋଚନା କରିଥିଲେ ଉଭୟ ନେତା । ପ୍ରଧାନମନ୍ତ୍ରୀ ମୋଦି ଇଜିପ୍ଟ ରାଷ୍ଟ୍ରପତିଙ୍କୁ ସମ୍ଭାବ୍ୟ ସହାୟତା ନେଇ ଆଶ୍ୱାସନା ଦେଇଛନ୍ତି। ଆବଶ୍ୟକ ହେଲେ ଭାରତ ଔଷଧ ଯୋଗାଇବ । ଇଜିପ୍ଟ ସହ ଭାରତ ରହିଛି ବୋଲି ମୋଦି କହିଛନ୍ତି ।

@ANI

For All Latest Updates

ABOUT THE AUTHOR

...view details