ପୁଣେ: ବମ ପକେଇ ଉଡେଇ ଦେବୁ। ଏହାକୁ ନେଇ ସମସ୍ତେ ଆତଙ୍କିତ। ତେବେ ଫୋନକୁ ଆସିଲା ଏପରି ଧମକପୂର୍ଣ୍ଣ କଲ୍। ଏହି ଖବର ପାଇବା ପରେ ମୁମ୍ବାଇ ପୋଲିସ ସଙ୍ଗେ ସଙ୍ଗେ ବିଧାୟକ ହଷ୍ଟେଲରୁ ଲୋକଙ୍କୁ ସ୍ଥାନାନ୍ତର କରିଥିଲା।
ବୋମା ପକେଇ ଉଡେଇ ଦେବୁ, MLA ହଷ୍ଟେଲ ଖାଲି କଲା ପୋଲିସ - MLA hostel evacuated
ବମ ପକେଇ ଉଡେଇ ଦେବୁ। ଏହାକୁ ନେଇ ସମସ୍ତେ ଆତଙ୍କିତ। ତେବେ ଫୋନକୁ ଆସିଲା ଏପରି ଧମକପୂର୍ଣ୍ଣ କଲ୍। ଏହି ଖବର ପାଇବା ପରେ ମୁମ୍ବାଇ ପୋଲିସ ସଙ୍ଗେ ସଙ୍ଗେ ବିଧାୟକ ହଷ୍ଟେଲରୁ ଲୋକଙ୍କୁ ସ୍ଥାନାନ୍ତର କରିଥିଲା।

ବୋମା ପକେଇ ଉଡେଇ ଦେବୁ, MLA ହଷ୍ଟେଲ ଖାଲି କଲା ପୋଲିସ
ପୋଲିସ କହିଛି, "ବିଲଡିଂରେ ପାଖାପାଖି 150 ଜଣ ଲୋକ ଥିଲେ। ଆମେ ଭଲ ଭାବେ ଯାଞ୍ଚ କରିଛୁ । ଏବଂ କୌଣସି ବିସ୍ଫୋରକ ସାମଗ୍ରୀ ହସ୍ତଗତ ହେଲା ନାହିଁ। ଫୋନ୍ ନମ୍ବର ଚିହ୍ନଟ ହୋଇଛି, ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"