ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଧାୟକ କୁଲଦୀପ ସିଂ ସେନଗାରଙ୍କୁ ବିଜେପି ବହିଷ୍କୃତ କରିଛି । ସେହିପରି ପୀଡିତାଙ୍କ ସୁରକ୍ଷାରେ ନିୟୋଜିତ 3ଜଣ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି।
ଉନ୍ନାଓ ଦୁଷ୍କର୍ମ ଘଟଣା: ବିଜେପିରୁ ଅଭିଯୁକ୍ତ ବିଧାୟକ ବହିଷ୍କୃତ, 3 ପୋଲିସ ଅଧିକାରୀ ସସପେଣ୍ଡ - କୁଲଦୀପ ସିଂ ସେନଗାର
ଉନ୍ନାଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ବିଧାୟକଙ୍କୁ ବିଜେପି ବହିଷ୍କୃତ କରିଛି । ସେହିପରି 3ଜଣ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି ।
ଫାଇଲ ଫଟୋ
ନିଜ କର୍ତ୍ତବ୍ୟରେ ଅବହେଳା ପାଇଁ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇ ଥିବା ଜଣାପଡିଛି।