ଓଡିଶା

odisha

ETV Bharat / bharat

ଘରୋଇ ଟିଭି ଚ୍ୟାନେଲକୁ କେନ୍ଦ୍ର ସରକାରଙ୍କ ଆଡଭାଇଜରୀ - ଘରୋଇ ଟିଭି ଚ୍ୟାନେଲ

ଘରୋଇ ଟିଭି ଚ୍ୟାନେଲଗୁଡିକ ପାଇଁ ଆଡଭାଇଜରୀ ଜାରି କରିଛି କେନ୍ଦ୍ର ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ଘରୋଇ ଟିଭି ଚ୍ୟାନେଲକୁ କେନ୍ଦ୍ର ସରକାରଙ୍କ ଆଡଭାଇଜରୀ
ଘରୋଇ ଟିଭି ଚ୍ୟାନେଲକୁ କେନ୍ଦ୍ର ସରକାରଙ୍କ ଆଡଭାଇଜରୀ

By

Published : Oct 9, 2020, 5:39 PM IST

ନୂଆଦିଲ୍ଲୀ: ଘରୋଇ ଟିଭି ଚ୍ୟାନେଲଗୁଡିକ ପାଇଁ ଏଡଭାଇଜରୀ ଜାରି କରିଛି କେନ୍ଦ୍ର ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । କେବୁଲ ଟେଲିକମ ନେଟୱାର୍କ ଅଧିନିୟମ 1995 ଆଧାରରେ କୌଣସି ବି କାର୍ଯ୍ୟକ୍ରମରେ ଅର୍ଦ୍ଧସତ୍ୟ ଓ ମାନହାନୀ ଖବର ପ୍ରସାରଣ କରାଯିବା ଉଚିତ ନୁହେଁ ବୋଲି ଏହି ଆଡଭାଇଜରୀରେ ନିର୍ଦ୍ଦେଶ ଦିଆଯାଇଛି ।

ଘରୋଇ ଟିଭି ଚ୍ୟାନେଲକୁ କେନ୍ଦ୍ର ସରକାରଙ୍କ ଆଡଭାଇଜରୀ

ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ମୁମ୍ବାଇ ପୋଲିସ କମିଶନର ଟିଆରପି ରାକେଟକୁ ନେଇ ଏକ ଖୁଲାସା କରିଥିଲେ । ଟିଆରପିରେ ହେଉଥିବା ଘୋଟାଲା ସମ୍ପର୍କରେ ସୂଚନା ଦେଇଥିଲେ ପୋଲିସ କମିଶନର ।

ମୁମ୍ବାଇ ପୋଲିସ ଦାବି କରିଥିଲା ଯେ କମ୍ପାନୀର ପୂର୍ବତନ କର୍ମଚାରୀମାନେ ଏହି ବ୍ୟବସାୟରେ ଜଡିତ ଥିଲେ। ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ଗଣମାଧ୍ୟମକୁ କହିଥିଲେ ଯେ ସୁଶାନ୍ତ ସିଂ ରାଜପୁଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ଏବଂ ମହାରାଷ୍ଟ୍ର ସରକାରଙ୍କ ଉପରେ ହୋଇଥିବା ଟାର୍ଗେଟରେ ଏକ ଘରୋଇ ଜାତୀୟ ଟିଭି ନ୍ୟୁଜ ଚ୍ୟାନେଲ ମଧ୍ୟ ଟିଆରପି ରାକେଟରେ ସମ୍ପୃକ୍ତ ଥିଲା।

ABOUT THE AUTHOR

...view details