ଓଡିଶା

odisha

ETV Bharat / bharat

ବ୍ରିଟେନ ସାଂସଦ ଡେବି ଆବ୍ରାହମଙ୍କ ଇ-ଭିସା ବାତିଲ - ଦିଲ୍ଲୀକୁ ପ୍ରବେଶ କରାଇ ଦିଆଯିବ ନାହିଁ

ବ୍ରିଟେନ ସାଂସଦ ଡେବି ଆବ୍ରାହମଙ୍କ ଇ-ଭିସା ବାତିଲ ହୋଇଥିବା ନେଇ ଗୃହ ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

mha sources say british mp debbie abrahams e-visa cancelled so she wasnt allowed to enter delhi
ବ୍ରିଟେନ ସାଂସଦ ଡେବି ଆବ୍ରାହମଙ୍କ ଇ-ଭିସା ବାତିଲ

By

Published : Feb 17, 2020, 11:11 PM IST

ନୂଆଦିଲ୍ଲୀ: ବ୍ରିଟେନ ସାଂସଦ ଡେବି ଆବ୍ରାହମଙ୍କ ଇ-ଭିସା ବାତିଲ ହୋଇଥିବା ନେଇ ଗୃହ ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ଦିଆଯାଇଛି । ସେଥିପାଇଁ ତାଙ୍କୁ ଦିଲ୍ଲୀକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି କୁହାଯାଇଛି ।

ସରକାରୀ ସୂତ୍ର ଅନୁସାରେ, ବ୍ରିଟେନ ସାଂସଦ ଡେବି ଆବ୍ରାହମଙ୍କ ଇ-ଭିସାକୁ ବାତିଲ କରାଯାଇଛି । ଭିସାର ବୈଧତା ନା ଥିବାରୁ ତାଙ୍କୁ ଦେଶକୁ ଆସିବାକୁ ବାରଣ କରାଯାଇଛି । ତେଣୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ବିମାନବନ୍ଦରରେ ତାଙ୍କୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଗୃହ ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ଡେବି ଆବ୍ରାହମ ଭାରତ ସରକାର କାଶ୍ମୀର ଉପରେ ନେଇଥିବା ପଦକ୍ଷେପକୁ ପ୍ରବଳ ବିରୋଧ କରିଥିଲେ ।

@ANI

ABOUT THE AUTHOR

...view details