ଓଡିଶା

odisha

ETV Bharat / bharat

ପୁନଃର୍ଗଠନ ନିର୍ଦ୍ଦେଶାନାମାରେ ପରିଣତ ହେବ ଜମ୍ମୁକାଶ୍ମୀର ରାଜ୍ୟ ଆଇନ - MHA orders

ଜମ୍ମୁ ଓ କାଶ୍ମୀର ରାଜ୍ୟ ଆଇନ ଗୁଡିକ ଜମ୍ମୁ ଓ କାଶ୍ମୀର ପୁନଃର୍ଗଠନ ନିର୍ଦ୍ଦେଶାନାମା ୨୦୨୦ ଭାବରେ ଗ୍ରହଣ କରାଯିବ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଅଧିକ ପଢନ୍ତୁ...

MHA orders adaptation of Jammu and Kashmir state laws to be called as Jammu and Kashmir Reorganisation Order
ପୁନଃର୍ଗଠନ ନିର୍ଦ୍ଦେଶାନାମାରେ ପରିଣତ ହେବ ଜମ୍ମୁକାଶ୍ମୀର ରାଜ୍ୟ ଆଇନ

By

Published : Apr 1, 2020, 12:44 PM IST

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ରାଜ୍ୟ ଆଇନ ଗୁଡିକ ଜମ୍ମୁ ଓ କାଶ୍ମୀର ପୁନଃର୍ଗଠନ ନିର୍ଦ୍ଦେଶାନାମା ୨୦୨୦ ଭାବରେ ଗ୍ରହଣ କରାଯିବ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରଣାଳୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ।

ଅଗଷ୍ଟ 5, 2019 ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଜମ୍ମୁକାଶ୍ମୀରରୁ ଧାରା ୩୭୦(ଏ) ଓ ୩୫(ଏ) ଉଚ୍ଛେଦ କରାଯାଇଥିଲା । ଏହାପରେ ଏହାକୁ ବିଭାଜନ କରି ଜାମ୍ମୁ କାଶ୍ମୀର ଏବଂ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଓ ଲଦାଖ ସୃଷ୍ଟି କରାଯାଇଥିଲା । ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ଆଇନ ଏବଂ ଶୃଙ୍ଖଳା ଭଳି ପ୍ରମୁଖ ବିଷୟ କେନ୍ଦ୍ର ସହିତ ରଖାଯାଇଥିଲା ।

@ANI

ABOUT THE AUTHOR

...view details